ଭୁବନେଶ୍ୱର: ତାଲାବନ୍ଦ ମଧ୍ୟରେ ଦାମୀ ଗାଡିରେ ବୁହା ଚାଲିଛି ବିଦେଶୀ ମଦ । ଭୁବନେଶ୍ୱର ସ୍ଥିତ ନୟାପଲ୍ଲିରୁ ବିପୁଳ ବ୍ରାଣ୍ଡେଡ ବିଦେଶୀ ମଦ ଜବତ ହୋଇଛି । ବଡ କଥା ହେଲା ଏହି ମଦ ଗୁଡିକୁ ଏକ ଦାମୀ ଗାଡିରେ ବୁହା ଯାଉଥିବା ଜଣାପଡିଛି ।
ପୋଲିସ ଖବର ପାଇ ଚଢ଼ାଉ କରି ଗାଡିରୁ ୫୧ ଲିଟର ବିଦେଶୀ ଜବତ କରିଛି । ଏଥିସହ ଏସ୍ୟୁଭି ଗାଡି ଚାଳକଙ୍କଠାରୁ ନଗଜ ୨୮,୫୦୦ ଟଙ୍କା ମଧ୍ୟ ଜବତ କରିଛି ନୟାପଲ୍ଲୀ ଥାନା ପୋଲିସ ।
ବିଶେଷ ସୂତ୍ରରୁ ଖବର ପାଇ ନୟାପଲ୍ଲି ଥାନା ପୋଲିସ ଓ କ୍ୟୁଏଟି ଟିମ୍ ରେଡ୍ କରି ଗାଡିକୁ ଧରିଛି । କିଛି ଦିନ ତଳେ ରାଜଧାନୀରେ ଦାମୀ ଗାଡିରୁ ବିଦେଶୀ ମଦ ଜବତ କରାଯାଇଥିଲା । କରୋନାର କଟକଣା ଭିତରେ ଅଳ୍ପ କିଛି ଦୋକାନ ଖୋଲିବାକୁ ବିଏମ୍ସି ଅନୁମତି ଦେଇଥିବା ବେଳେ ମଦ ଦୋକାନ ପୁରା ବନ୍ଦ ରହିଛି । ଆଉ ଏଭଳି ସ୍ଥିତିରେ ଚୋରା ମଦ କାରବାର ମଧ୍ୟ ଜାରି ରହିଛି ।
BREAKING NEWS
- ଦୁରନ୍ତୋ ଏକ୍ସପ୍ରେସର ଶୌଚାଳୟରେ କର୍ମଚାରୀ ବାସନ ଧୋଇବାର ଭିଡିଓ ସାମ୍ନାକୁ ଆସିବା ପରେ ରେଳବାଇକୁ ନୋଟିସ ଜାରି କଲା FSSAI
- ଆରମ୍ଭ ହେଲା SIR; ପ୍ରଥମ ଦିନରେ ୨ଲକ୍ଷ ୫୯ହଜାରରୁ ଅଧିକ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ
- Odisha Vigilance: ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ବନ୍ଧାହେଲେ ସମବାୟ ଅଧିକାରୀ
- ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ବାଇଁଙ୍କୁ ହତ୍ୟା ଘଟଣାର ତଦନ୍ତ କରିବ ଏନଏଚଆରସି ଟିମ୍
- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖସିଲା ଛାତର ସିଲିଂ;ଅଳ୍ପକେ ବର୍ତ୍ତିଲେ ରୋଗୀ
- ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଝଟକା, ଚାର୍ଜ ଫ୍ରେମ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ
- ଇକୋଲାଇମ୍+: ଶିଳ୍ପ ଆବର୍ଜନା ପାଲଟିଲା ସମାଧାନ, ଓଡ଼ିଶାର ଅମ୍ଳୀୟ ମାଟିରେ ହେବ ୧୦-୧୫% ଡିଏପି ସଞ୍ଚୟ
- Cotton Import Custom Duty:ବୟନ ଶିଳ୍ପକୁ ସରକାରଙ୍କ ବଡ଼ ଉପହାର;କପା ଆମଦାନୀ ଉପରେ ସୀମା ଶୁଳ୍କ ଛାଡ଼
- ଗୋଟିଏରୁ ଅଧିକ ପାନ କାର୍ଡ ରଖିବା ପଡିପାରେ ମହଙ୍ଗା, ଗଣିବାକୁ ପଡିବ ମୋଟା ଅଙ୍କର ଜରିମାନା
- ଏସିଆନ ଗେମ୍ସ ଟ୍ରାଏଲରେ ହାରିଗଲେ ଭିନେଶ ଫୋଗଟ
Comments are closed.