Latest Odisha News

BREAKING NEWS

ଅଧାବାଟରେ ପ୍ରବାସୀ ଓଡ଼ିଆଙ୍କୁ ଛାଡି ପଳେଇଲା ବସ୍

ଭୁବନେଶ୍ୱର: ତାମିଲନାଡୁରୁ ପ୍ରବସୀଙ୍କୁ ନେଇ ଓଡ଼ିଶା ଫେରୁଥୁବା ଏକ ବସ ଅଧାବାଟରେ ଲୋକଙ୍କୁ ଛାଡି ଫେରାର ହୋଇଯାଇଛି ।

ମିଳିଥିବା ସୂଚନା ଅନୁସାରେ, ତାମିଲନାଡ଼ୁର କାଞ୍ଚିପୁରମ ସହରରରୁ ନିଜ ଖର୍ଚ୍ଚରେ ପ୍ରବାସୀ ଓଡ଼ିଆ ବସ୍ ଯୋଗେ ଓଡିଶା ଫେରୁଥୁଲେ। ତେବେ କଟକ ଓଏମପି ଛକରେ ପ୍ରବସୀଙ୍କୁ ଛାଡି ପଳେଇଛି ବସ।

ଏହି ମାନଙ୍କ ମଧ୍ୟରେ ୧୫ ଜଣ କେନ୍ଦ୍ରାପଡାର ରହିଥିବା ବେଳେ ଆଉ ୧୫ ଜଣ ଜଗତସିଂହପୁରର ବୋଲି ଜଣାପଡିଛି। ତେବେ କଟକ ଓଏମପି ଛକରେ ୧୫ ଜଣଙ୍କୁ ଛାଡି ବସଟି କେନ୍ଦ୍ରାପଡା ଚାଲିଯାଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ କିଛି ଜଣ ଚାଲିଚାଲି ଜଗତସିଂହପୁର ଯାଉଥିବା ଜଣାପଡିଛି ।

Comments are closed.