ନୂଆଦିଲ୍ଲୀ:ଦେଶରେ ଲଗାତାର ବଢି ଚାଲିଛି ତୈଳଦର । କରୋନା ସଙ୍କଟ ମଧ୍ୟରେ ଖାଉଟିଙ୍କ ଚିନ୍ତା ବଢ଼ାଉଛି ତୈଳଦର । ଆଜି ପୁନଃ ପେଟ୍ରୋଲ ୨୧ ପଇସା ଓ ଡିଜେଲ ୧୭ ପଇସା ବୃଦ୍ଧି ଘଟିଛି ।
ବର୍ଦ୍ଧିତ ଦର ଅନୁସାରେ ନୂଆଦିଲ୍ଲୀରେ ଆଜି ପେଟ୍ରୋଲ ଦର ୮୦.୧୩ ଟଙ୍କା ହୋଇଥିବା ବେଳେ ଡିଜେଲ ୮୦.୧୯ ଟଙ୍କା ହୋଇଛି।
ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଆଜି ୮୦.୭୦ ଟଙ୍କାରେ ପହଞ୍ଚିଥିବାବେଳେ ଡିଜେଲ ଦର ଲିଟର ପ୍ରତି ୭୮.୩୮ ଟଙ୍କାରେ ପହଞ୍ଚିଛି ।
BREAKING NEWS
- କଳା ବ୍ଲେଜର ଓ ଧଳା ସାର୍ଟ ପିନ୍ଧିବାର ରହସ୍ୟ ଖୋଲିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ
- ଇସ୍ରାଏଲ ଓ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧବିରାମ ସହମତି: ବଡ଼ ଦାବି କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
- କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ଅଭିଯୋଗ: ଘଟଣାର ଏଚଆରପିସି ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି
- କଟକ ଭୁବନେଶ୍ୱର ରାସ୍ତାରେ ଉତ୍ତେଜନା: ମୃତଦେହ ରଖି ପରିବାର ଲୋକଙ୍କ ରାସ୍ତାରୋକ
- ବାରଙ୍ଗ ହାଜତ ନିର୍ଯାତନା ମାମଲାରେ ନୂଆ ମୋଡ଼: ଯୁବକ ଦୁର୍ଘଟଣାରେ ଆହତ ହୋଇଥିବା ପୋଲିସର ଦାବି
- ରାଜସ୍ୱ ଆଦାୟ ବୃଦ୍ଧି ପାଇଁ ସରକାରଙ୍କ କଡ଼ା ଆଭିମୁଖ୍ୟ: ସମସ୍ତ ବିଭାଗକୁ ମିଳିଲା ୧୦ ପ୍ରତିଶତ ବୃଦ୍ଧି ଲକ୍ଷ୍ୟ
- ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ଓ ଏନଏଚଆରସି ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ତଦନ୍ତର ଅଗ୍ରଗତି ନେଇ ହେଲା ସମୀକ୍ଷା
- ନରେନ୍ଦ୍ର ପୁଷ୍କରିଣୀରୁ ପୁଣି ମୃତଦେହ ଉଦ୍ଧାର;ମୃତ ବ୍ୟକ୍ତିଙ୍କ ପରିଚୟ ଖୋଜୁଛି ପୋଲିସ
- ଆମ୍ବ ପାଇଁ ହାତୀକୁ ମାରିକି ପୋତିଦେଲେ…ଫାର୍ମ ମାଲିକଙ୍କ ସମେତ ୩ ଗିରଫ
- ବାସନ୍ଦ ହେଲେ ଆରସିବିର ଟିମ ଡେଭିଡ
Comments are closed.