ମୟୁରଭଞ୍ଜରୁ ଜବତ ହେଲା ୩.୨୮ କେଜିର ବ୍ରାଉନ ସୁଗାର, ଜଣେ ଅଟକ
ଭୁବନେଶ୍ୱର: ମୟୁରଭଞ୍ଜରୁ ସ୍ପେଶାଲ୍ ଟାକ୍ସ ଫୋର୍ସ (ଏସଟିଏଫ୍) ଟିମ୍ ରବିବାର ଦିନ ପ୍ରାୟ ୩.୨୮ କିଲୋଗ୍ରାମର ବ୍ରାଉନ ସୁଗାର ଜବତ କରିଛନ୍ତି ।
ଏସମ୍ପର୍କରେ ଓଡିଶା ଡିଜିପି ଅଭୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
STF of Odisha Police today morning seized approximately 3.28 KG of Brown Sugar from a place in Mayurbhanj dist .One person has been detained. STF will share more info in due course .
Well done ,STF .— DGP, Odisha (@DGPOdisha) July 19, 2020
ମିଳିଥିବା ସୂଚନାନୁଯାୟୀ ଏହି ଘଟଣାରେ ସମ୍ପୃକ୍ତି ନେଇ ସ୍ପେଶାଲ୍ ଟାକ୍ସ ଫୋର୍ସ (ଏସଟିଏଫ୍) ଟିମ୍ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି । ଏନେଇ ଅଧିକ ସୂଚନା ମିଳିପାରି ନଥିବା ବେଳେ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ଜଣାପଡିନାହିଁ ।
Comments are closed.