ଡେରାଡୁନ: ସବୁ ଛୋଟ ପିଲାଙ୍କ ପ୍ରିୟ ହେଲା ବାର୍ବି ଡଲ । ତେବେ ଏବେ ସମ୍ପୂର୍ଣ୍ଣ ଭାରତୀୟ କଳାକୁ ଆପଣାଇ ପ୍ରସ୍ତୁତ କରାଯାଇଥିବା ପାହାଡୀ ଡଲ (ଜୁନ୍ୟାଲୀ) ସମସ୍ତଙ୍କ ମନ କିଣୁଛି । ଏହା ଦ୍ୱାରା ପିଲାମାନେ ଭାରତୀୟ ସଂସ୍କୃତି ବିଷୟରେ ମଧ୍ୟ ଅବଗତ ହେଉଛନ୍ତି । ତିନି ସାଙ୍ଗ ଦୀପ ନେଗୀ, ପଙ୍କଜ ଅଧିକାରୀ ଓ ଅକ୍କି ଅଧିକାରୀ ଷ୍ଟାର୍ଟ ଅପ ଭାବେ ଏହାକୁ ଆରମ୍ଭ କରିଛନ୍ତି । ଦୀପ ଦୁବାଇ ହେଲଥ କେୟାର କମ୍ପାନୀରେ କାର୍ଯ୍ୟରତ ଥିବା ବେଳେ ଅନ୍ୟ ଦୁଇ ସାଙ୍ଗ ମଧ୍ୟ ଭଲ ଚାକିରୀ କରୁଛନ୍ତି । କିଛି ଅଲଗା କରିବା ଚିନ୍ତାଧାରା ସେମାନେ ଏହାକୁ ଆରମ୍ଭ କରିଥିଲେ । ଧିରେ ଧିରେ ଜୁନ୍ୟାଲୀ ଘରେ ଘରେ ଲୋକପ୍ରିୟ ହେବାରେ ଲାଗିଛି । ପାହାଡ ରଙ୍ଗରୂପ ଓ ବେଶଭୂଷାର ଛୋଟ କଣ୍ଢେଇ ଅତି ଚମତ୍କାର ଦେଖା ଯାଉଛି । ବିଦେଶରୁ ଏହି କଣ୍ଢେଇର ବଡି ଆସୁଥିଲେ ମଧ୍ୟ ୩ ସାଙ୍ଗ ଏହାକୁ ପାହାଡୀ ରଙ୍ଗରୂପରେ ସଜେଇ ଥାଆନ୍ତି ।
BREAKING NEWS
- ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ
- ସୃଷ୍ଟି ହେଲା ଲଘୁଚାପ, ଆସୁଛି ବାତ୍ୟା!
- ଶୀତ ଦିନେ ନିଅନ୍ତୁ ଏପରି ପିଲାଙ୍କ ଯତ୍ନ…
- କର୍ତ୍ତବ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ: ଜୋଙ୍କ ଥାନା ଆଇଆଇସି ଗୁରୁଦେବ କର୍ମି ନିଲମ୍ବିତ
- ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ତେଜୁଛି ରାଜନୀତି: ପ୍ରେସମିଟ କରି ଗର୍ଜିଲା ବିଜେଡି
- ଶେଷ ହେଲା ଐତିହାସିକ କଟକ ବାଲିଯାତ୍ରା, ୯ ଦିନରେ ୨୫୦ କୋଟି ଟଙ୍କାର ବ୍ୟବସାୟ
- ନିୟମ ଉଲଂଘନ କାରଣରୁ ସିଲ୍ ହେଲା ବାର୍
- ସରକାରୀ କ୍ୱାର୍ଟର ଭଡାରେ ଲଗାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
- ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
- ବ୍ରେକଅପ ପରେ ୟୁପିଆଇରେ ଗାର୍ଲଫ୍ରେଣ୍ଡଙ୍କୁ ହଇରାଣ କରୁଥିଲେ, ୟୁଜର୍ସ କହିଲେ ବ୍ଲକ୍ କରନି…
Comments are closed.