ବିଜେଡି ନେତା ଚିନ୍ମୟ ସାହୁ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ୭ ଦିନରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ସତର୍କ ରହିବାକୁ କୁହାଯାଇଛି । କୌଣସି ଲକ୍ଷଣ ଯଦି ଦେଖାଦିଏ ତେବେ ସ୍ୱାବ ପରୀକ୍ଷା କରାଇନେବାକୁ ଚିନ୍ମୟ ପରାମର୍ଶ ଦେଇଛନ୍ତି । ଚିନ୍ମୟ ବର୍ତ୍ତମାନ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଅଛନ୍ତି ।
BREAKING NEWS
- ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବ୍ଲିଡିଂ ମାନ୍ୟତା
- ଆୟୁଷ୍ମାନରେ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା
- ପାର୍ବଣ ପୂର୍ବରୁ ପୋଲିସର ଚେତାବନୀ: ଜୋର ଜବରଦସ୍ତ ଚାନ୍ଦା ଆଦାୟ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ
- ନେପାଳର ଭୟଙ୍କର ବନ୍ୟା; ଗୋଟିଏ ଘରୁ ମିଳିଲା ୨୩ ମୃତଦେହ
- India’s GDP: ତେଲ ସଙ୍କଟ ମଝିରେ କେମିତି ଏତେ ବଢିଗଲା ଭାରତର ଅର୍ଥନୀତି? ୭.୮% ଅଭିବୃଦ୍ଧି ପଛରେ ରହିଛି ଏହି ବଡ଼ କାରଣ…
- ପ୍ରବଳ ବର୍ଷା ଆଶଙ୍କା; ଏହି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
- S-400: ‘ଅପରେସନ୍ ସିନ୍ଦୂର’ରେ ପାକିସ୍ତାନକୁ କନ୍ଦାଇଥିଲା…ପୁଣି ବଡ଼ ଡିଲ୍ କରିବ ଭାରତ! ରୁଷିଆ ଦେଲା ୫ ୟୁନିଟ୍ର ଅଫର…
- ଦିଲ୍ଲୀ ଗସ୍ତରେ ଯିବେ ମୋହନ-ନବୀନ, ସରଗରମ ରାଜନୀତି
- ବଢୁଛି ବୈତରଣୀ; ବନ୍ୟା ଆଶଙ୍କା ନେଇ ଛାନିଆ ଲୋକେ
- GDP growth: ୭.୮% GDP ବୃଦ୍ଧିକୁ ନେଇ ଖୁସି ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ‘ମିଛର ପ୍ରତିଧ୍ୱନି’ ନେଇ ବିରୋଧୀଙ୍କୁ ଟାର୍ଗେଟ

Comments are closed.