ଭୁବନେଶ୍ୱର: କରୋନା ମହାମାରୀ ନିୟନ୍ତ୍ରଣରେ ଓଡିଶାର ସ୍ଥିତି ଭଲ ରହିଛି । ଦେଶର ପଜିଟିଭିଟି ହାରଠାରୁ ଓଡିଶାର ହାର କମ । ପଜିଟିଭିଟିି ରେଟ୍ରେ ଓଡିଶାର ପ୍ରଦର୍ଶନ ଭଲ ରହିଛି । ଦେଶରେ ପଜିଟିଭିଟି ହାର ୮.୬୯ ପ୍ରତିଶତ ଥିବା ବେଳେ ଓଡିଶାର ପଜିଟିଭିଟି ହାର ରହିଛି ୬ ପ୍ରତିଶତ ।
୨୬ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର କରୋନା ପଜିଟିଭିଟି ହାର ଜାତୀୟ ହାର ଠାରୁ କମ୍ । ତାମିଲନାଡୁରର ପଜିଟିଭିଟି ରେଟ୍ ୮.୩୨ ପ୍ରତିଶତ ଥିବା ବେଳେ କେରଳ ୭.୮୦ ପ୍ରତିଶତ, ଗୋଆ ଏବଂ ବିହାର ୭.୧୦ ପ୍ରତିଶତ, ଆସାମ ୬.୫୦ ପ୍ରତିଶତ, ଗୁଜରାଟ ୬.୪୦ ପ୍ରତିଶତ ରହିଛି । ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶ ଉଭୟ ୪.୬୦ ପ୍ରତିଶତ, ପଂଜାବ ୪.୧୦ ପ୍ରତିଶତ,ରାଜସ୍ଥାନ ୪ ପ୍ରତିଶତ ଏବଂ ହିମାଚଳ ପ୍ରଦେଶରେ ପଜିଟିଭିଟି ହାର ୨ ପ୍ରତିଶତ ରହିଛି ।
BREAKING NEWS
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
- ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?
- Temple money belongs to deity: ମନ୍ଦିରର ଟଙ୍କା କାହାର? ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ
- IndiGo ପାଇଲଟଙ୍କୁ କେତେ ମିଳେ ଦରମା? ଜାଣିଲେ ହୋଇଯିବେ କାବା !
Comments are closed.