ଫୋନମ ପେନହ: କାମ୍ବୋଡିଆର ଏକଚ୍ଛତ୍ରବାଦ ଶାସକ ଖେମର ରୁଜଙ୍କ ଜେଲର କିଆଙ୍ଗ ଇୟାଭ ୭୭ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ସେ ଜେଲର ଥିବା ବେଳେ ୧୬ ହଜାର ସାଧାରଣ ନାଗରିକଙ୍କୁ ନିର୍ଯ୍ୟତନା ଦେଇ ହତ୍ୟା କରିଥିଲେ । ୧୯୭୦ରେ କିଆଙ୍ଗଙ୍କ ରାଜୁତିରେ ଲୋକମାନେ ଅତିଷ୍ଠ ହୋଇ ଆନ୍ଦୋଳନ କରିଥିଲେ । ଏହାକୁ ଦମନ କରିବା ପାଇଁ କ୍ରୂରତାର ସବୁ ସୀମା ଟପି ଯାଇଥିଲେ ଖେମର ଏବଂ ଏଥିରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ କିଆଙ୍ଗ । ଏହି ସଂଘର୍ଷ ଓ ଦମନଲୀଳାରେ ୧୭ ଲକ୍ଷ ଲୋକ ପ୍ରାଣ ହରାଇଥିଲେ ।
୨୦୦୯ରେ କିଆଙ୍ଗ ମିଳିତ ଜାତିସଂଘ ସମର୍ଥିତ ଟ୍ରିବ୍ୟୁନାଲରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲଦଣ୍ଡ ଭୋଗିଥିଲେ । ୨୦୧୩ରେ କାଣ୍ଡାଲ ପ୍ରାଦେଶିକ ଜେଲକୁ ତାଙ୍କୁ ପଠା ଯାଇଥିଲା ।
BREAKING NEWS
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
- ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ
- ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
- ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଭାରତ-ରୁଷ
Comments are closed.