ପୁରୀ: ସଗଣ୍ଡଗୋଳକୁ କେନ୍ଦ୍ର କରି ସ୍କୁଲରେ ଛୁରାମାଡ଼ । ଜଣେ ଛାତ୍ରର ଛୁରାମାଡ଼ରେ ଆଉ ଜଣେ ଛାତ୍ର ଆହତ । ପୁରୀ ଭୋଳାନାଥ ସ୍କୁଲରେ ଏହି ଘଟଣା ଘଟିଛି । ଆକ୍ରମଣରେ ଜଣେ ନବମ ଶ୍ରେଣୀ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଛୁରା ମାଡ଼ କରିଥିବା ନବମ ଶ୍ରେଣୀ ଛାତ୍ର ଫେରାର ଅଛି । ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ତେବେ କେଉଁ ଘଟଣାକୁ କେନ୍ଦ୍ର କରି ଛୁରାମାଡ଼ ହେଲା ତାହା ଅସ୍ପଷ୍ଟ ରହିଛି । ଆକ୍ରମଣକାରୀ ଛାତ୍ର କେଉଁଠୁ ଛୁରୀ ଆଣିଲା ତାହା ବି ଜଣା ପଡ଼ିନି ।
BREAKING NEWS
- ଭୋଟ ଦେଲେ ମିଳିବ ମାଗଣାରେ ଗୁପଚୁପ, ଜାଣନ୍ତୁ କେଉଁଠି
- ଦିନରେ ଲଣ୍ଠନ ଦେଖାଉଛନ୍ତି ମୋଦୀ, ବଲାଙ୍ଗୀର ସଭାରେ ବିରୋଧିଙ୍କୁ ନବୀନଙ୍କ ଟାର୍ଗେଟ
- ପ୍ଲେ ଅଫ ପ୍ରବେଶ ଆଶା ଉଜ୍ଜୀବୀତ କଲା ଚେନ୍ନାଇ
- ଭୋଟ ହାତେଇବାକୁ ବିଜେଡି କଳା ଟଙ୍କା ବାଣ୍ଟୁଛି ଅଭିଯୋଗ ଆଣି ଇସିଙ୍କ ଆଗରେ ଫେରାଦ ହେଲା ବିଜେପି
- ଘୁଷୁରୀ କିଡନୀ ଲଗାଇବାର ୨ ମାସ ପରେ ରୋଗୀଙ୍କ ଘଟିଲା ମୃତ୍ୟୁ
- ବିଜେଡିରୁ ନିଲମ୍ବିତ ହେଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ
- ନିର୍ବାଚନର ମାହୋଲ ଭିତରେ ଦିଲ୍ଲୀକୁ ଘାରିଛି ବୋମା ଭୟ, ପ୍ରଥମେ ବିଦ୍ୟାଳୟ ଏବେ ଡାକ୍ତରଖାନା
- ଟି୨୦ ବିଶ୍ୱକପ: ରୋହିତ, ହାର୍ଦ୍ଦିକଙ୍କ ଫର୍ମ ସାଜିଛି ଚିନ୍ତାର କାରଣ
- ‘ମୁଖ୍ୟମନ୍ତ୍ରୀଙ୍କୁ କଣ୍ଢେଇ ଭଳି ନଚାଉଛନ୍ତି’; ବୈଜୟନ୍ତ ପଣ୍ଡା
- କେଜ୍ରିୱାଲଙ୍କ ୧୦ ଗ୍ୟାରେଣ୍ଟି, କ୍ଷମତାକୁ ଆସିଲେ ମିଳିବ ମାଗଣା ବିଜୁଳି