Latest Odisha News

BREAKING NEWS

Browsing Tag

puri police

ଚିଠି ପରେ ବଢ଼ିଲା କି ଚାପ ? କାହିଁକି ଛୁଟିରେ ଗଲେ ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା

ପୁରୀ: ଚିଠି ଲେଖିଲେ, ଛୁଟିରେ ଗଲେ । ପୁରୀରେ ପୋଲିସ ଓ ନିଶା ମାଫିଆଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାକୁ ପଦାକୁ ଆଣିଥିବା ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା ଛୁଟିରେ ଯିବେ । ଏନେଇ ସେ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କୁ ଚିଠି ଲେଖିଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ଆସନ୍ତା ୯ ତାରିଖରୁ ୧୫…

ଶ୍ରୀମନ୍ଦିର ଚୁଲି ଭଙ୍ଗା ଘଟଣାରେ ଜଣେ ଅଟକ

ପୁରୀ: ଶ୍ରୀମନ୍ଦିର ରୋଷଘରେ ପଶି ଚୁଲି ଭାଙ୍ଗିବା ଘଟଣାରେ ପୋଲିସ ଜଣଙ୍କୁ ଧରିଛି । ଏନେଇ ପୁରୀ ପୋଲିସ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସୂଚନା ଦିଆଯାଇଛି । ସିସିଟିଭି ଫୁଟେଜରୁ ଚିହ୍ନଟ କରି ଅଭିଯୁକ୍ତକୁ ଧରାଯାଇଛି । Temple Rosaghara Case - The suspect identified in CCTV…

ସ୍କୁଲରେ ଛୁରାମାଡ଼: ଜଣେ ଛାତ୍ରର ଆକ୍ରମଣରେ ଆଉ ଜଣେ ଆହତ

ପୁରୀ: ସଗଣ୍ଡଗୋଳକୁ କେନ୍ଦ୍ର କରି ସ୍କୁଲରେ ଛୁରାମାଡ଼ । ଜଣେ ଛାତ୍ରର ଛୁରାମାଡ଼ରେ ଆଉ ଜଣେ ଛାତ୍ର ଆହତ । ପୁରୀ ଭୋଳାନାଥ ସ୍କୁଲରେ ଏହି ଘଟଣା ଘଟିଛି । ଆକ୍ରମଣରେ ଜଣେ ନବମ ଶ୍ରେଣୀ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଛୁରା ମାଡ଼…

କରୋନା ମୁକାବିଲା ପାଇଁ ପୁରୀ ପୋଲିସର ସତର୍କତା, କୋଭିଡ ନିୟମ ମାନିବାକୁ ପରାମର୍ଶ, ମାସ୍କ ଚେକିଂ କଡାକଡ଼ି

ପୁରୀ: କରୋନା ମୁକାବିଲା ପାଇଁ ପୁରୀ ପୋଲିସ ପକ୍ଷରୁ ପୁଣିଥରେ ମାସ୍କ ଚେକିଂକୁ କଡାକଡି କରାଯାଇଛି । ବିଶେଷ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ଵ, ଶ୍ରୀକ୍ଷେତ୍ରର ପ୍ରମୁଖ ଛକରେ ସକାଳେ ଓ ସନ୍ଧ୍ୟାବେଳେ ଦୁଇଥର କଡାକଡି ଚେକିଂ କରାଯାଉଛି । ପ୍ରାୟ ୫ଶହ ଲୋକଙ୍କୁ ସଚେତନ କରାଯିବା ସହ ମାସ୍କ…

ଘରେ ପଶି କରୁଥିଲେ ଡକାୟତି, ୨ ଜଣଙ୍କୁ ଧରିଲା ପୋଲିସ

ପୁରୀ: ଶୋଇଥିବା ବେଳେ ଘରେ ବୁଲାଉ ଥିଲେ କଳାକନା । ପୁରୀ ବାସେଳି ସାହି ଥାନା ପୋଲିସ ଏଭଳି ୨ ଜଣ ଚୋରକୁ ଗିରଫ କରିଛି । ଉଭୟଙ୍କ ଠାରୁ ଚୋରି ହୋଇଥିବା ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ୨ ଅଭିଯୁକ୍ତ ବାସେଳି ସାହି ଥାନା ନୋଳିଆ ସାହିର ଦୀପକ ବେହେରା ଓ ଜଗନ୍ନାଥ ବସ୍ତିର ତ୍ରିନାଥ ଦାସ ବୋଲି…

ପୁରୀ ପୋଲିସର ସ୍ପେଶାଲ୍ ଅପରେସନ: ବିଭିନ୍ନ ସ୍ଥାନରୁ ୧୦ ଡକାୟତ ଗିରଫ

ପୁରୀ: ଅପରାଧୀଙ୍କୁ ସାବାଡ କରୁଛି ପୁରୀ ପୋଲିସ । ବିଭିନ୍ନ ସ୍ଥାନରେ ରେଡ୍ କରି ଡକାୟତଙ୍କୁ ପିନ୍ଧାଉଛି ହାଡ଼କଡ଼ି । ପୁରୀ ବଳିଆପଣ୍ଡା ଓ ପିପିଲି ଅଞ୍ଚଳରୁ ୧୦ ଜଣ ଲୁଟେରାଙ୍କୁ ଗିରଫ କରିଛି ପୁରୀ ପୋଲିସ । ସେମାନଙ୍କ ନିକଟରୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ବି ଜବତ ହୋଇଛି । ପୁରୀ…

ଫସର ଫାଟିଲା ଡକାୟତି ଯୋଜନା: ପୁରୀରୁ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ପୁରୀ: ଫେଲ୍ ମାରିଲା ଡକାୟତି ଯୋଜନା । ଚଢ଼ାଉ କରି ବାନ୍ଧିଲା ପୁରୀ ପୋଲିସ । ୭ ଜଣଙ୍କୁ ଗିରଫ କରିଛି ପୁରୀ ଠାଯାଇଛି । ଗତକାଲି ସନ୍ଧ୍ୟା ସମୟରେ ପୁରୀ ଜଗନ୍ନାଥବଲ୍ଲଭ ପାର୍କିଂ ନିକଟରେ ଏମାନେ ଡକାୟତି ଯୋଜନା କରୁଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ଟାଉନ ଥାନା ପୋଲିସ ।…

ଡକାୟତି ଉଦ୍ୟମକୁ ପଣ୍ଡ କଲା ପୋଲିସ, ପୁରୀରୁ ୬ ଗିରଫ

ପୁରୀ: ପୁରୀ ପୋଲିସକୁ ମିଳିଛି ବଡ ସଫଳତା। କୁମ୍ଭାରପଡା ଥାନା ପୋଲିସ ଏକ ଡକାୟତି ଉଦ୍ୟମକୁ ପଣ୍ଡ କରିଛି। ଯେଉଁ ଘଟଣାରେ ୬ ଜଣଙ୍କୁ ଧରାଯାଇଛି। ସୂଚନା ଅନୁଯାୟୀ ଗତକାଲି ରାତି ୧୧ଟା ୩୦ ମିନିଟରେ କୁମ୍ଭାରପଡା ଥାନା ପୋଲିସ ନରେନ୍ଦ୍ରକୋଣ ସ୍ଥିତ ଦେବୀଘାଟ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା।…

ପୁରୀରେ ଗାଁଠୁ ସହର ୨୪ ଘଣ୍ଟା ପଇଁତରା ମାରିବ ପିସିଆର ଭ୍ୟାନ୍, ପାଟ୍ରୋଲିଂ କଡ଼ାକଡ଼ି

ପୁରୀ: ଅପରାଧିକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବ ପୋଲିସ । ପୁରୀ ଜିଲ୍ଲାର ଗାଁ ଠାରୁ ସହର ପର୍ୟ୍ୟନ୍ତ ସବୁ ଅଞ୍ଚଳରେ ୨୪ ଘଣ୍ଟିଆ ପଇଁତରା ମାରିବ ପିସିଆର । କଣ୍ଟ୍ରୋଲ ରୁମକୁ ଡାଏଲ କରୁଥିବା ବ୍ୟକ୍ତିଙ୍କ ପାଖରେ ତୁରନ୍ତ ପହଞ୍ଚିଯିବ ପିସିଆର ଭ୍ୟାନ୍ । ଏନେଇ ଭିତ୍ତିଭୂମିକୁ ସୁଦୃଢ…

 ଜାତୀୟ ରାଜପଥରେ ଲୁଟ୍‌ତରାଜ କରୁଥିବା ଲୁଟେରା ଗ୍ୟାଙ୍ଗ ଗିରଫ

ପୁରୀ: ପୁରୀ ପୁଲିସକୁ ମିଳିଲା ବଡ ସଫଳତା। ଭୁବନେଶ୍ୱର-ପୁରୀ ୩୧୬ନମ୍ବର ଜାତୀୟ ରାଜପଥରେ ବିଭିନ୍ନ ସମୟରେ ଲୁଟତରାଜ କରୁଥିବା ଏକ ବଡ ଧରଣର ଲୁଟେରା ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଗତକିଛି ଦିନ ହେଲା ଏହି ଗ୍ୟାଙ୍ଗର ସଦସ୍ୟା ରାସ୍ତାରେ ଦୁଇ ଚକିଆ ଓ ଚାରିଚକିଆ ଯାନକୁ ଅଟକାଇ…