Latest Odisha News

BREAKING NEWS

ରବି ଶାସ୍ତ୍ରୀଙ୍କ ପରେ ଆଉ ଜଣେ ଷ୍ଟାଫଙ୍କୁ କରୋନା, ଟ୍ରେନିଂ ସେଶନ ବାତିଲ

ମାଂଚେଷ୍ଟର: ଭାରତ-ଇଂଲଣ୍ଡ ୫ମ କ୍ରିକେଟ ଟେଷ୍ଟରେ କରୋନା ସଙ୍କଟ ଦେଖା ଦେଇଛି । ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ପରେ ଆଜି ସପୋର୍ଟିଂ ଷ୍ଟାଫ ଯୋଗେଶ ପରମାର କରୋନା ସଂକ୍ରମିତ ହୋଇଥିବା ଏଏନଆଇରେ ଖବର ପ୍ରକାଶ ପାଇଛି । ମାଂଚେଷ୍ଟରରେ ଭାରତୀୟ ଦଳର ଟ୍ରେନିଂ ସେଶନକୁ ବାତିଲ କରି ଦିଆଯାଇଛି । ଅନ୍ୟ ସଦସ୍ୟମାନଙ୍କ କରୋନା ଟେଷ୍ଟକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରାଯାଇଛି ।

BjdElectrycity

ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ରବି ଶାସ୍ତ୍ରୀ ଏବଂ ଅନ୍ୟମାନେ ଯୋଗ ଦେଇଥିଲେ । କଟକଣା ସତ୍ୱେ ଏହି କାର୍ଯ୍ୟକ୍ରମରେ ବାହାର ଲୋକ ଯୋଗ ଦେଇଥିଲେ । ଶାସ୍ତ୍ରୀ ଏବଂ ଅନ୍ୟ ସହଯୋଗୀ କୋଚ ଏବେ କ୍ୱାରେଂଟାଇନରେ ଅଛନ୍ତି ।

Leave A Reply

Your email address will not be published.