Latest Odisha News

BREAKING NEWS

ଭିଏତନାମରେ ଗୋଟିଏ ଅଂଚଳ ହେଲା କରୋନା ମୁକ୍ତ

ହନୋଇ: କରୋନା ଭାଇରସ ସବୁଠାରୁ ତାର ପ୍ରଭାବ ବିସ୍ତାର କରିଚାଲିଛି । ଏହି ଅବସରରେ ରବିବାର ଏକ ଖୁସି ଖବର ହସ୍ତଗତ ହୋଇଛି । ରିପୋର୍ଟ ମୁତାବକ ଭିଏତନାମର ବିନ ଥୁଆନ ଅଂଚଳର ସମସ୍ତ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତକାଲି କୌଣସି ନୂଆ କେସ୍ ଆସି ନ ଥିବାରୁ ଏହି ଅଂଚଳକୁ ସ୍ଥାନୀୟ ସରକାର କରୋନା ମୁକ୍ତ ବୋଲି ଘୋଷଣା କରିଛନ୍ତି ।

ସାଉଥ ସେଂଟ୍ରାଲ ଡାକ୍ତରଖାନାର ଶେଷ ରୋଗୀ ଘରକୁ ଯିବା ପରେ ଡାକ୍ତର ଓ ସହଯୋଗୀ ଷ୍ଟାଫ କାନ୍ଦିବା ସହ ପରସ୍ପରକୁ ଖୁସିରେ କୁଣ୍ଢେଇ ଧରିଥିଲେ । ଏହି ଡାକ୍ତରଖାନାରେ ଥିବା ୧୭ ଷ୍ଟାଫ ଏକ ମାସ ହେବ ଘରକୁ ଯାଇ ନାହାନ୍ତି ।

Leave A Reply

Your email address will not be published.