Latest Odisha News

BREAKING NEWS

ଲଞ୍ଚ୍‌ ହେଲା ‘ଏ ସୁଇଟେବଲ୍‌ ବଏ୍’‌ର ଟ୍ରେଲର୍‌

ୱେବ୍ ସିରିଜ୍ ‘ଏ ସୁଇଟେବଲ୍‌ ବଏ୍‌ ‘ର ଟ୍ରେଲର ଲଞ୍ଚ ହୋଇସାରିଛି। ଏଥିରେ ଇଶାନ ଖତର୍‌, ତବୁ, ତାନିଆ ମାଣିକତାଲା, ରାମ କପୁର, ବିଜୟ ବର୍ମା ଏବଂ ବିଜୟ ରାଜ ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

ଏହି ଫିଲ୍ମ ୨୩ ଅକ୍ଟୋବରରେ ନେଟ୍‌ଫ୍ଲିକ୍ସରେ ପ୍ରସାରିତ ହେବ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ମୀରା ନାୟର। ଏହାର କାହାଣୀ ଲେଖକ ବିକ୍ରମ ସେଠ୍‌ଙ୍କ ଉପନ୍ୟାସ ‘ଏ ସୁଇଟେବଲ୍‌ ବଏ୍‌ ‘ ଉପରେ ଆଧାରିତ। ଏଥିରେ ଭାରତ ସ୍ୱାଧୀନତାର ଚାରି ବର୍ଷ ପରେ ଅର୍ଥାତ୍ ୧୯୫୧ ସମୟର କାହାଣୀକୁ ଦର୍ଶାଯାଇଛି।

 

Comments are closed.