Latest Odisha News

BREAKING NEWS

ଅମୀର ଖାନ୍‌ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅମୀର ଖାନ୍‌ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଅଭିନେତା କୋଭିଡ-୧୯ ପରୀକ୍ଷା କରିଥିଲେ ଏବଂ ତାଙ୍କ ରିପୋର୍ଟ ସକରାତ୍ମକ ଆସିଥିବା ଜଣାପଡ଼ିଛି। ସେ ଏବେ ନିଜ ଘରେ ସଙ୍ଗରୋଧରେ ରହିଛନ୍ତି। ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ସମସ୍ତ ସତର୍କତା ଅବଲମ୍ବନ କରୁଛନ୍ତି।

ଏହାସହିତ ଅମିର ଖାନ କହିଛନ୍ତି ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସେ ଫିଲ୍ମ ‘ଲାଲ ସିଂ ଚଢା’ ସୁଟିଂ ପୁଣି ଆରମ୍ଭ କରିବେ। “

Comments are closed.