Latest Odisha News

BREAKING NEWS

ଅତରଙ୍ଗି ରେ ଫିଲ୍ମର ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କୁ କରୋନା

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଅତରଙ୍ଗି ରେ ଫିଲ୍ମର ଶୁଟିଂ ପରେ ସେ ନିଜର କରୋନା ଟେଷ୍ଟ କରାଇଥିଲେ । ଏବେ ଏହା ପଜିଟିଭ ଆସିଛି । ସୋସିଆଲ ମିଡିଆରେ ସେ ଏ ସମ୍ପର୍କରେ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ କରୋନା ଟେଷ୍ଟ କରାଇ ନିଅନ୍ତୁ ବୋଲି ସେ କହିଛନ୍ତି ।

ଫିଲ୍ମର ମୁଖ୍ୟ କଳାକାର ଅକ୍ଷୟ କୁମାର, ସାରା ଅଲ୍ଲୀ ଖାଁ ଓ ଧନୁଷ ଏବେ ଏଥିନେଇ ଚିନ୍ତିତ ହୋଇ ପଡିଛନ୍ତି । ସେମାନେ ଖୁବ୍ ଶୀଘ୍ର କରୋନା ଟେଷ୍ଟ କରିବେ ବୋଲି ସୂଚନା ଦେଇଛି ।

Leave A Reply

Your email address will not be published.