ପୁରୀ: ସମୁଦ୍ର ମନ୍ଥନ ସମୟରେ କାର୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ କଳସ ସହିତ ଧନ୍ୱନ୍ତରୀ ମହାପ୍ରଭୁ ପ୍ରକଟ ହୋଇଥିଲେ । ଚଳିତ ବର୍ଷ ନଭେମ୍ବର ୧୨ ଓ ୧୩ରେ କିଛି ସମୟ ପାଇଁ ଧନତେରସା ତିଥି ରହିଛି । ଆସନ୍ତୁ ଜାଣିବା ଏହି ଦିନ ରାଶି ଅନୁସାରେ କେଉଁ ବସ୍ତୁ କିଣିଲେ ଶୁଭ ହେବ ।
ମେଷ: ମେଷ ରାଶିର ବ୍ୟକ୍ତିମାନେ ସୁନା, ରୂପା, ବାସନ, ଗହଣା, ହୀରା ଓ ଚନ୍ଦନ କିଣିଲେ ଶୁଭ ହେବ ।
ବୃଷ: ସେହିପରି ବୃଷ ରାଶିବାଲା ସୁନା, ରୂପା, ପିତଳ, କଂସା, ହୀରା, କମ୍ପ୍ୟୁଟର ଓ ବାସନକୁସନ କିଣିପାରିବେ ।
ମିଥୁନ: ମିଥୁନ ରାଶିର ବ୍ୟକ୍ତିମାନଙ୍କ ପାଇଁ ଜାଗା ଘର, ଫ୍ଲାଟ କିଣିବା ଯୋଗ ଫିଟିଛି । ଏହା ବ୍ୟତୀତ ମୁଁଗା, ସୁନା, ରୂପାର ପଦାଇଁ ଘରକୁ ଆଣିପାରିବେ ।
କର୍କଟ: ସୁନା, ରୂପା ବ୍ୟତୀତ କର୍କଟ ରାଶିର ଲୋକମାନେ ଗାଡି ଓ ଅଳଙ୍କାର ମଧ୍ୟ କିଣିପାରିବେ ।
ସିଂହ: ଗାଡି, ବିଦ୍ୟୁତ ଚାଳିତ ଉପକରଣ, ସୁନା, ରୂପା, ତମ୍ବା, ପିତଳ ଓ କାଠ ସମାଗ୍ରୀ ସିଂହ ରାଶିର ବ୍ୟକ୍ତିମାନଙ୍କ ଶୁଭ ରହିବ ।
କନ୍ୟା: ଯାଗାବାଡି, ଘର କିଣିଲେ ଏହି ବ୍ୟକ୍ତିମାନଙ୍କ ପାଇଁ ଶୁଭ ରହିବ । ତେବେ ରୂପାର ସାମଗ୍ରୀ କିଣିବା ମନା ।
ତୁଳା: ତୁଳା ରାଶି ସିଧାସଳଖ କିଛି କିଣିବା ଉଚିତ ନୁହେଁ । ଅନ୍ୟ ନାମରେ ବସ୍ତୁ କ୍ରୟ କରିପାରିବେ ।
ବିଛା: ସୁନା, ରୂପାର ବାସନ, ପିତଳ, ବସ୍ତ୍ର, ଲୁହାର ଜିନିଷ ବିଛା ରାଶିର ବ୍ୟକ୍ତି କ୍ରୟ କରିପାରିବେ ।
ଧନୁ: ଗୁରୁ ଗ୍ରହ ଏହି ରାଶିରେ ଥିବାରୁ ଯାଗା କିଣିବା ଶୁଭ ରହିବ । ଯେ କୌଣସି ମୂଲ୍ୟବାନ ଧାତୁ କିଣିଲେ ଚଳିବ ।
ମକର: ବସ୍ତ୍ର ଓ ସୁନା କିଣିଲେ ମକର ରାଶିର ଲୋକ ଲାଭରେ ରହିବେ ।
କୁମ୍ଭ: ଏହି ରାଶିର ବ୍ୟକ୍ତିମାନେ ବହି, ଗାଡି, ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ଓ ଘରର ସଜାସଜି ସମ୍ପର୍କୀତ ବସ୍ତୁ କିଣିପାରିବେ ।
ମୀନ: ସୁନା, ରୂପା ଓ ରତ୍ନ ପାଇଁ ଭଲ ଯୋଗ ରହିଛି । ଶେୟାର ମାର୍କେଟରେ ଭାବିଚିନ୍ତି ଅର୍ଥ ଖଟାନ୍ତୁ ।
BREAKING NEWS
- LPG Tanker Shivalik: ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଏଲପିଜି କାର୍ଗୋ ଜାହାଜ ‘ଶିବାଲିକ୍; ମଙ୍ଗଳବାର ଆଉ ଏକ ଜାହାଜ ପହଞ୍ଚିବ
- ନକଲି ସିବିଆଇ ଅଧିକାରୀ ପରିଚୟ ଦେଇ କୋଟିଏ ଟଙ୍କାର ସୁନା ଲୁଟ୍; ୩ ଆନ୍ତଃରାଜ୍ୟ ଲୁଟେରା ଗିରଫ
- ଇଗ୍ନୋର ନାମଲେଖା ଅବଧି ଚଳିତ ମାର୍ଚ୍ଚ ୩୦ ତାରିଖକୁ ବୃଦ୍ଧି
- ଅଭିଷେକ ହୋଇ ପାରନ୍ତି ସନରାଇଜର୍ସ ହାଇଦ୍ରାବାଦାର ଅଧିନାୟକ
- ISIS Connection:ବିଡିଏସ ଛାତ୍ରର ISIS ଲିଙ୍କ୍; ଆତଙ୍କବାଦୀ ଚିନ୍ତାଧାରା କରୁଥିଲା ବିସ୍ତାର, ATS କଲା ଗିରଫ
- Indian embassy in Tehran :ଦୂତାବାସ ସମନ୍ୱୟ ବିନା ଇରାନର ସ୍ଥଳ ସୀମା ପାର ନ କରିବାକୁ ଭାରତୀୟଙ୍କୁ ପରାମର୍ଶ
- ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନଗୁଡ଼ିକର ଚଳାଚଳରେ ସଂଶୋଧିତ ପରିବର୍ତ୍ତନ
- ୨୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଅଭିଯୁକ୍ତକୁ ଗିରଫ କଲା ଭୁବନେଶ୍ୱର ଅବକାରୀ ଟିମ୍
- ପାକିସ୍ତାନ ବିପକ୍ଷରେ ବାଂଲାଦେଶର ସିରିଜ ବିଜୟ, ଅଡୁଆରେ ପଡିଲା ୱେଷ୍ଟଇଣ୍ଡିଜ
- SCB Fire Tragedy: SCBରେ ନିଆଁ ଲାଗି ମୃତ୍ୟୁ ଘଟଣା;ରିପୋର୍ଟ ମାଗିଲେ NHRC
Comments are closed.