Latest Odisha News

BREAKING NEWS

Browsing Category

ଦୀପାବଳି

Deepabali

ଦେବ ଦୀପାବଳୀ: ଚଳିତବର୍ଷ ୫ ଲକ୍ଷ ଟେରାକୋଟା ଦୀପରେ ଝଲସିବ କାଶୀ

ଲକ୍ଷ୍ନୌ: ଗୋରଖପୁରରେ ଟେରାକୋଟା ହାତରେ ନିର୍ମିତ ଦୀପ ଏବଂ ଛୋଟମୋଟ ଶିଳ୍ପକଳା ତିଆରି କରାଯାଇଥାଏ । କିନ୍ତୁ ଅତୀତରେ ଏହା ଏତେ ପ୍ରସିଦ୍ଧ ଲାଭ କରିଛି ଯେ ଏହା ସମଗ୍ର ବିଶ୍ବରେ ଏକ ଅଲଗା ପରିଚୟ ସୃଷ୍ଟି କରିପାରିଛି । ଭାରତ ଏବଂ ବିଦେଶର ଲୋକମାନେ ଏଠାରେ ନିର୍ମିତ ହସ୍ତଶିଳ୍ପ କିଣନ୍ତି । ଦେଶ…

ମା’ କାଳୀଙ୍କ ପାଦତଳେ ଭଗବାନ ଶିବ ଶୋଇଥାଆନ୍ତି କାହିଁକି ? ଏହା ପଛର କାରଣ କଣ ?

ଭୁବନେଶ୍ବର : ମା’କାଳୀଙ୍କ ମୂର୍ତ୍ତି ବା ଚିତ୍ରରେ ଭଗବାନ ଶିବ ମା’ଙ୍କ ପାଦ ତଳେ ପଡ଼ିଥାଆନ୍ତି । ତେବେ ଏହାକୁ ଦେଖି ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଙ୍କି ମାରୁଥିବ ଯେ ପ୍ରଭୁ ଶିବ ମା’କାଳୀଙ୍କ ପାଦତଳେ ପଡିବାର କାରଣ କ’ଣ? ତେବେ ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ, ରକ୍ତବୀର୍ଯ୍ୟ ନାମକ…

ଗୋବରରେ ଦୀପ ପ୍ରସ୍ତୁତ କରୁଛନ୍ତି ଶିକ୍ଷକ

ବ୍ରହ୍ମପୁର: ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ହାଇସ୍କୁଲର କମ୍ପୁଟର୍‌ ଶିକ୍ଷକ ନଳିନୀକାନ୍ତ ସାହୁ ଗୋବରରେ ଦୀପ ପ୍ରସ୍ତୁତ କରୁଛନ୍ତି। ଏଥି ସହିତ ପ୍ରଦୁଷଣ ମୁକ୍ତ ଦୀପାବଳି ନେଇ ବାର୍ତ୍ତା ଦେଉଛନ୍ତି। ତାଙ୍କର ଏଭଳି କାର୍ଯ୍ୟକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଥିବା ସହ ଅନେକ…

ସବୁଜ ବାଣ ସହ ସୁରକ୍ଷିତ ଦୀପାବଳି

ଭୁବନେଶ୍ୱର : ଦୀପାବଳି ନେଇ ସବୁଆଡେ ଉତ୍ସବମୁଖର ପରିବେଶ । କୋଭିଡ କଟକଣା ଭିତରେ ଆଲୋକର ଏହି ପର୍ବକୁ ପାଳନ କରୁଛନ୍ତି ଲୋକେ । ତେବେ ପରିବେଶ ପ୍ରଦୂଷଣକୁ ଆଖି ଆଗରେ ରଖି ଏ‌ଥର ସରକାର ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ପରିବର୍ତ୍ତେ ଗ୍ରୀନ କ୍ରାକର ବା ପରିବେଶ ଅନୁକୂଳ…

ଆଲୋକର ପର୍ବ ଦୀପାବଳି

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ଦୀପାବଳି ଭାରତୀୟମାନଙ୍କର ଏକ ଆଲୋକର ପର୍ବ । ଏହି ପର୍ବ ଅକ୍ଟୋବରର ଅଧାରୁ ନଭେମ୍ବର ଅଧା ଭିତରେ ପଡ଼ିଥାଏ । ହିନ୍ଦୁମାନେ ଏହାକୁ ଏକ ମୁଖ୍ୟ ପର୍ବ ଭାବେ ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରନ୍ତି । ରଙ୍ଗିନ୍ ସାଜସଜ୍ଜା ସହ ଦୀପାବଳିରେ ଜଳୁଥିବା…

ଦୀପାବଳିରେ ଦାମିକିଆ ମିଠା , କିଲୋ ୫୦ହଜାର

ଲକ୍ଷ୍ନୌ : ମିଠା କିଲୋ ୫୦ ହଜାର । ଆସୁଛି ଦୀପାବଳି ଏନେଇ ମିଠା ବ୍ୟବସାୟୀ ମାନେ ସ୍ୱତନ୍ତ୍ର ମିଠା ତିଆରି କରି ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ଲାଗିପଡ଼ିଛନ୍ତି। ଏନେଇ ଲକ୍ଷ୍ନୌ ସହରେରେ ଛପନଭୋଗ ସୁଇଟସ ଦ୍ୱାରା ଏକ ସ୍ୱତନ୍ତ୍ର ମିଠା ତିଆରି କରାଯାଇଛି । ଏହ ମିଠାର ନାଁ 'ଏକ୍ସୋଟିକା'…

ଆଉ ଦିନକ ପରେ ଦୀପାବଳି; କେଉଁଠି ହୁଏ କିପରି ପାଳନ, ଜାଣନ୍ତୁ

ଭୁବନେଶ୍ୱର: ଆଉ ଗୋଟିଏ ଦିନ ପରେ ଆଲୋକର ପର୍ବ ଦୀପାବଳି। ଏହି ପର୍ବଟି ଆମ ଦେଶର ଲୋକଙ୍କ ପାଇଁ ବହୁତ ମହତ୍ତ୍ୱ ରଖିଥାଏ।ତିଥି ଅନୁସାରେ ଦେଖିଲେ ଏହି ପର୍ବ କାର୍ତ୍ତିକ ମାସ ଅମାବାସ୍ୟାରେ ପଡ଼ିଥାଏ। ଏହି ଦିନ ଲୋକ ନିଜ ନିଜ ଘରକୁ ଆଲୋକରେ ସଜାଇବା ସହିତ ଧନ ଦାତ୍ରୀ ମା’ ଲକ୍ଷ୍ମୀ ଏବଂ ଗୌରୀ…

ଆଜି ଧନତେରାସ୍; ଘରକୁ ଆଣନ୍ତୁ ଝାଡୁ, ମିଳିବ ମା’ ଲକ୍ଷ୍ମୀଙ୍କ କୃପା 

ଭୁବନେଶ୍ୱର: ଦୀପାବଳିର ଗୋଟିଏ ଦିନ ପୂର୍ବରୁ ପଡିଥାଏ ଧନତେରସ। ପୌରାଣିକ କଥା ଅନୁଯାୟୀ ଏହି ଦିନ ଭଗବାନ ଧନ୍ଵନ୍ତରୀ ସମୁଦ୍ର ମନ୍ଥନ ସମୟରେ ଅମୃତ କଳସ ସହ ପ୍ରକଟ ହୋଇଥିଲେ । ଧନତେରସରେ ଝାଡୁ କିଣିବା ପ୍ରଥା ରହିଛି। ଏହି ଦିନ ଝାଡୁ କିଣିଲେ ଘରୁ ଅଭାବ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।…

ଜୈନ ଧର୍ମରେ କିପରି ପାଳିତ ହୁଏ ଦୀପାବଳି, ଜାଣନ୍ତୁ

ଭୁବନେଶ୍ୱର: ଜୈନଧର୍ମରେ ଦୀକ୍ଷିତ ବ୍ୟକ୍ତିମାନେ ୨୪ତୀର୍ଥଙ୍କର ମହାବୀରଙ୍କର ନିର୍ବାଣ ଦିବସ ରୂପେ ଏହିଦିବସକୁ ପାଳନ କରିଥା'ନ୍ତି । ଏ ସମ୍ପର୍କରେ ଗୋଟିଏ କାହାଣୀ ରହିଛି । ମହାବୀରଙ୍କର ଯେତେବେଳେ ମହାପ୍ରୟାଣ ଘଟିଲା, ସେତେବେଳେ ତାଙ୍କପାଖରେ ବହୁ ଜୈନ ଧର୍ମାବଲମ୍ବୀ ସନ୍ନ୍ୟାସୀ ଭକ୍ତ…

କାହିଁକି ଦୀପାବଳି ପୂର୍ବରୁ ପାଳନ କରାଯାଏ ଛୋଟି ଦିୱାଲୀ; ଜାଣନ୍ତୁ ଏହା ପଛର ରହସ୍ୟ

ନୂଆଦିଲ୍ଲୀ: ଚଳିତ ବର୍ଷ ଦିପାବଳୀ ପର୍ବ ୧୪ ନଭେମ୍ବର ଅର୍ଥାତ୍ ଶନିବାର ଦିନ ପଡୁଛି। ହିନ୍ଦୁ ପୌରାଣିକ କଥା ଅନୁଯାୟୀ, ପ୍ରତିବର୍ଷ ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଛୋଟ ଦିୱାଲୀ ପାଳନ କରାଯାଏ। ଏହି ଦିନକୁ ନରକ ଚତୁର୍ଦଶୀ କିମ୍ବା କାଳୀ ଚୌଦସୀ ମଧ୍ୟ କୁହାଯାଏ। ଏହି ଦିନ ଦୀପାବଳି ପରି ଦୀପ…