ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଘରୋଇ ବସରୁ ଏସିଡ୍ ଜବତ କରିଛି ସ୍ଥାନୀୟ ପୋଲିସ ।
ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ୬୦ ନଂ ଜାତୀୟ ରାଜପଥ ନିକଟରେ ଚଢାଇ କରି ‘ନିଗମ’ (ଓଡି ୦୧x୧୫୭୫ ) ଧାମରା ଅଭିମୁଖେ ଯାଉଥିବା ବସରୁ ବେଆଇନ ଏସିଡ୍ ଜବତ କରାଯାଇଥିଲା ।
ପରେ ଏହି ଘଟଣାରେ ୩ ଜଣକୁ ଗିରଫ କରାଯାଇଥିବା ନେଇ ଜଣାପଡିଛି ।
ତେବେ ସମ୍ପୃକ୍ତ ବସଟି କୋଲକାତାରୁ ଆସୁଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।
Comments are closed.