ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ଆକ୍ଟିଭ୍ କେସ୍ । ଏବେ ଅଢ଼େଇ ଲକ୍ଷରୁ କମ୍ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ସୁସ୍ଥ ସଂଖ୍ୟା କୋଟିଏ ଛୁଇଁବ । ଦୈନିକ ପଜିଟିଭ୍ କେସ୍ ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୮ହଜାର ୧୭୭ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୩ଲକ୍ଷ ୨୩ହଜାର ୯୬୫କୁ ବୃଦ୍ଧି ପାଇଛି ।
୯୬% ଆକ୍ରାନ୍ତ ସୁସ୍ଥ
ଏବେ ଦେଶରେ ୨ଲକ୍ଷ ୪୭ହଜାର ୨୨ଟି କରୋନା ଆକ୍ଟିଭ କେସ୍ ରହିଛି । ବଢୁଛି ସୁସ୍ଥ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଆରୋଗ୍ୟ ଲାଭ କରିଛନ୍ତି ୯୬ ପ୍ରତିଶତରୁ ଅଧିକ ଆକ୍ରାନ୍ତ । ଗତ ୨୪ଘଣ୍ଟାରେ ଆଉ ୨୦ହଜାର ୯୨୩ ସଂକ୍ରମିତ । ଦେଶରେ ସୁସ୍ଥ ହେଲେଣି ମୋଟ୍ ୯୯ଲକ୍ଷ ୨୭ହଜାର ୩୧୦ କରୋନା ଆକ୍ରାନ୍ତ ।
୨୪ ଘଣ୍ଟାରେ ୨୧୭ ମୃତ
ଦୈନିକ ସଂକ୍ରମଣ ସହ ଦେଶରେ କମିଛି ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ଆଉ ୨୧୭ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୯ହଜାର ୪୩୫କୁ ବୃଦ୍ଧି ପାଇଛି । ଦେଶରେ ମୃତ୍ୟୁହାର ରହିଛି ୧.୪୫%।
BREAKING NEWS
- ବିଏମ୍ସିର ସଲିଡ ଓ୍ୱେଷ୍ଟ ପ୍ଲାଜମା ଟେକ୍ନୋଲୋଜି ଟ୍ରିଟମେଣ୍ଟ ପ୍ଲାଣ୍ଟ ବୁଲି ଦେଖିଲେ ଆନ୍ଧ୍ର ପ୍ରତିନିଧି ଦଳ
- ଜାଡେଜାଙ୍କ ଉପରେ ରାଗିଗଲେ ସେହ୍ୱାଗ
- ପହଲଗାମ ଆକ୍ରମଣ ପରେ ଘେରାବନ୍ଦୀ ଅଭିଯାନ ଆରମ୍ଭ, ଅନନ୍ତନାଗରେ ୧୭୫ ଜଣ ଅଟକ
- ପୋପ୍ ଫ୍ରାନ୍ସିସ୍ଙ୍କ ଶେଷକୃତ୍ୟ; ଅନ୍ତିମ ଦର୍ଶନ କଲେ ରାଷ୍ଟ୍ରପତିଙ୍କ ସମେତ ବିଶ୍ଵ ନେତା
- ପୁଷ୍ପାଳକ ସେବକଙ୍କୁ ବାସନ୍ଦ ପାଇଁ ଚେତାବନୀ; ଦୀଘା ଜଗନ୍ନାଥ ମନ୍ଦିର ପୂଜାରେ ଯୋଗଦେବାକୁ ମନା
- ଡିଫେନ୍ସ ସମ୍ପର୍କିତ ଅପରେସନ ଟେଲିକାଷ୍ଟ କରିପାରିବେନି ଗଣମାଧ୍ୟମ, ଆଡଭାଇଜରି ଜାରି…
- କିଟରେ ଫେସନ୍ ଶୋ’ ‘କୀର୍ତ୍ତି କଳ୍ପନା’ ଅନୁଷ୍ଠିତ
- ଏମିତି ପାକିସ୍ତାନ ଉପରେ ପ୍ରତିଶୋଧ ନେବ ଭାରତ !
- ସିନ୍ଧୁରେ ପାଣି ନ ବୋହିଲେ, ରକ୍ତ ଝରିବ: ଭାରତକୁ ଧମକ ଦେଲା ବିଲାୱାଲ ଭୁଟ୍ଟୋ
- ଏଲଓସି ବା ଲାଇନ୍ ଅଫ୍ କଣ୍ଟ୍ରୋଲ କ’ଣ?
Comments are closed.