Latest Odisha News

BREAKING NEWS

Browsing Tag

India Covid Recovery

ଦେଶରୁ ଆଜି ୧୧ ହଜାର କରୋନା ଆକ୍ରାନ୍ତ, ସୁସ୍ଥ ହେଲେ ୯ ହଜାର, ୯୦ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା କାୟା କମିଥିଲେ ବି ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଅଧିକ ସଂକ୍ରମିତ ଓ ସୁସ୍ଥ ହୋଇଛନ୍ତି କମ୍ । ୧୧ହଜାର ୬୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୯ହଜାର ୪୮୯ ସଂକ୍ରମିତ ।…

ଦେଶରେ କରୋନାରୁ ସୁସ୍ଥ ହେଲେଣି ୧କୋଟି ୬ଲକ୍ଷ ଆକ୍ରାନ୍ତ, ଲକ୍ଷେ ୪୦ ହଜାର ତଳେ ଆକ୍ଟିଭ୍ କେସ

ନୂଆଦିଲ୍ଲୀ: ଦେଶରେ ଖସୁଚି କରୋନା ଆକ୍ଟିଭ୍ କେସ୍ । ସୁସ୍ଥହାର ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୨ହଜାର ୧୪୩ ନୂଆ ଆକ୍ରାନ୍ତ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୧ହଜାର ୩୯୫ ସଂକ୍ରମିତ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୮ଲକ୍ଷ ୯୨ହଜାର ୭୪୬କୁ ବୃଦ୍ଧି…

ଦେଶରେ କରୋନାରୁ ସୁସ୍ଥ ହେଲେଣି ୯୯ ଲକ୍ଷ ଆକ୍ରାନ୍ତ, ଅଢ଼େଇ ଲକ୍ଷରୁ କମ୍ ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ଆକ୍ଟିଭ୍ କେସ୍ । ଏବେ ଅଢ଼େଇ ଲକ୍ଷରୁ କମ୍ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ସୁସ୍ଥ ସଂଖ୍ୟା କୋଟିଏ ଛୁଇଁବ । ଦୈନିକ ପଜିଟିଭ୍ କେସ୍ ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୮ହଜାର ୧୭୭ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍…

ଦେଶରେ ୫ ଲକ୍ଷ ତଳକୁ ଖସିଲା କରୋନା ଆକ୍ଟିଭ୍ କେସ୍, ଜାଣନ୍ତୁ ୨୪ ଘଣ୍ଟାର ରିପୋର୍ଟ

ନୂଆଦିଲ୍ଲୀ: କରୋନା ସହ ଲଢ଼େଇରେ ଭଲ ଖବର ସାମନାକୁ ଆସୁଛି । ଦେଶରେ କମୁଛି ଆକ୍ଚିଭ କେସ୍ । ବଢୁଛି ସୁସ୍ଥ ହାର । ଦୈନିତ ସଂକ୍ରମିତଙ୍କ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୪୭ ହଜାର ୯୦୫ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୬ ଲକ୍ଷ ୮୩…

ଦେଶରେ ୮୧ ଲକ୍ଷ କରୋନା ସଂକ୍ରମିତ, ସୁସ୍ଥ ହେଲେଣି ୭୪ ଲକ୍ଷ

ନୂଆଦିଲ୍ଲୀ: ଦେଶରେ କରୋନାରେ ସଂକ୍ରମିତ ହେଲେଣି ପାଖାପାଖି ୮୨ ଲକ୍ଷ ଲୋକ । ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ବି ଦୈନିକ କେସ୍ କମୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୬ ହଜାର ୯୬୪ ନୂଆ ଆକ୍ରାନ୍ତ । ମୋଟ୍ ପଜିଟିଭ୍ କେସ୍ ୮୧ ଲକ୍ଷ ୮୪ ହଜାର ୮୩କୁ ବୃଦ୍ଧି ପାଇଛି ।…

ଭଲ ଖବର: ସାରା ବିଶ୍ୱରେ କରୋନା ସୁସ୍ଥହାରରେ ଭାରତ ନମ୍ବର ଓ୍ୱାନ୍

ନୂଆଦିଲ୍ଲୀ: କରୋନା କାଳରେ ଭଲ ଖବର । ଦେଶବାସୀଙ୍କୁ ଆଶ୍ୱସ୍ତିକଲା ଭଳି ଖବର ଏବେ ସାମନାକୁ ଆସିଛି । ସାରା ଦେଶରେ ମହାମାରୀରୁ ସୁସ୍ଥ ହେଲେଣି ୬୨ ଲକ୍ଷରୁ ଅଧିକ ଆକ୍ରାନ୍ତ । ସୁସ୍ଥ ହାର ରହିଛି ୮୬.୭୮ ପ୍ରତିଶତ । ଅର୍ଥାତ ସାରା ବିଶ୍ୱରେ ସର୍ବାଧିକ ସୁସ୍ଥହାର ଭାରତରେ ରହିଛି । ଦେଶରେ…

ଭଲ ଖବର: ଚିହ୍ନଟ ହେଉଛନ୍ତି କମ୍ କରୋନା ଆକ୍ରାନ୍ତ, ସୁସ୍ଥ ଅଧିକ

ନୂଆଦିଲ୍ଲୀ: କରୋନା ଦେଶରେ କାୟା ବିସ୍ତାର କରିଛି । ଏବେ ପାଖାପାଖି ଲକ୍ଷେ ଲୋକ ସଂକ୍ରମିତ ହେଉଛନ୍ତି । କିନ୍ତୁ ଆଶ୍ୱସ୍ତିକର ଖବର ହେଉଛି ଏଣିକି ପ୍ରତିଦିନ ପଜିଟିଭ୍ କମ୍ ବାହାରୁଛନ୍ତି ଓ ଅଧିକ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ଗତ ପାଞ୍ଚ ଦିନରେ ଦେଶରେ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…