Latest Odisha News
Browsing Tag

India CoronaVirus

ଦେଶରେ ଦିନକରେ ୧୫ ହଜାର କରୋନା ପଜିଟିଭ୍, ସୁସ୍ଥ ହେଲେ ୧୧ ହଜାର ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କାୟା ବିସ୍ତାର କରିବା ଆରମ୍ଭ କରିଛି କରୋନା । ଦୈନିକ ସଂକ୍ରମିତ ଓ କୋଭିଡ୍ ଆକ୍ଟିଭ୍ କେସ୍ ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୫ହଜାର ୫୧୦ ନୂଆ ଆକ୍ରାନ୍ତ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୧ହଜାର ୨୮୮ ସଂକ୍ରମିତ । ଦେଶରେ କରୋନା…

କାବୁ ପାଉଛି କରୋନା: ଦେଶରେ ୨.୧୩% ଆକ୍ଟିଭ୍ କେସ୍, ସୁସ୍ଥହାରା ୯୬%

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ଆକ୍ଟିଭ୍ କେସ୍ । ସୁସ୍ଥହାର ବଢି ଚାଲିଛି । ବର୍ତ୍ତମାନ ଦେଶରେ ୨ଲକ୍ଷ ୨୨ହଜାର ୫୨୬ଟି ସକ୍ରିୟ ମାମଲା ରହିଛି । ଅର୍ଥାତ ମୋଟ୍ ସଂକ୍ରମତିଙ୍କ ୨.୧୩% ଆକ୍ଟିଭ କେସ୍ ରହିଛି । ଦେଶରେ ସୁସ୍ଥହାର ରହିଛି ୯୬.୪୩% । ଦେଶରେ କରୋନାରୁ ସୁସ୍ଥ ହେଲେଣି ମୋଟ୍ ୧କୋଟି…

କମୁଛି କରୋନା ଆକ୍ଟିଭ୍ କେସ୍: ଦେଶରେ କରୋନା ସୁସ୍ଥହାର ୯୬%, ଆକ୍ଟିଭ୍ କେସ୍ ୨.୧୫%

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ କରୋନା କାୟା କମିବାରେ ଲାଗିଛି । ଦୈନିକ କମ୍ ସଂକ୍ରମିତ ହେଉଛନ୍ତି । ବଢୁଛି ସୁସ୍ଥ ହାର । ଆକ୍ଟିଭ୍ କେସ୍ କମିବାରେ ଲାଗିଛି । ଏବେ ଦେଶରେ ରହିଛି ୨ଲକ୍ଷ ୨୪ହଜାର ୧୯୦ଟି ଆକ୍ଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୮ହଜାର ୨୨୨ ନୂଆ…

ଦେଶରେ କୋଟିଏ ଟପିଲା କରୋନା ସୁସ୍ଥ ସଂଖ୍ୟା, ଅଢ଼େଇ ଲକ୍ଷରୁ କମ୍ ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ ଟିକାକରଣ ପୂର୍ବରୁ କରୋନା ଲଢ଼େଇରେ ଆସିଲା ଆଉ ଗୋଟିଏ ଖୁସି ଖବର । ଦେଶରେ କରୋନାରୁ ସୁସ୍ଥ ହେଲେଣି କୋଟିଏ ଆକ୍ରାନ୍ତ । ସୁସ୍ଥ ସଂଖ୍ୟା ଆଜି କୋଟିଏ ପାର କରିଛି । ବର୍ତ୍ତମାନ ସୁଦ୍ଧା ଦେଶରୁ ଆରୋଗ୍ୟ ଲାଭ କଲେଣି ୧କୋଟି ୧୬ହଜାର ୮୫୯ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ସୁସ୍ଥ…

ଦେଶରେ ଆଜି ସୁସ୍ଥ ହେଲେ ୨୯ହଜାର କରୋନା ଆକ୍ରାନ୍ତ, ୧୬ହଜାର ନୂଆ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ଦୈନିକ ଖସୁଛି କରୋନା କାୟା । ଗତକାଲି ଅପେକ୍ଷା ଆଜି ସଂଖ୍ୟା ଆହୁରି କମିଛି । ଗତ ୨୪ଘଣ୍ଟାରେ ସାରା ଦେଶରେ ୮ଲକ୍ଷ ୯୬ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୧୬ହଜାର ୩୭୫ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୩ଲକ୍ଷ ୫୬ହଜାର ୮୪୫କୁ…

ଦେଶରେ କମୁଛି କରୋନା କାୟା: ୨୪ ଘଣ୍ଟାରେ ୧୬, ୫୦୫ ପଜଟିଭ୍

ନୂଆଦିଲ୍ଲୀ: ଦେଶରେ ଖସୁଛି ଦୈନିକ କରୋନା ଟ୍ରେଣ୍ଟ । ଗତ ୨୪ ଘଣ୍ଟାରେ ୭ଲକ୍ଷ ୩୫ ହଜାର କୋଭିଡ୍ ଚେଷ୍ଟ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୧୬ହଜାର ୫୦୫ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ନୂଆ ପଜିଟିଭ୍ ସଂଖ୍ୟା ୯ପ୍ରତିଶତ କମ୍ । ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି୍…

ଦେଶରେ କରୋନାରୁ ସୁସ୍ଥ ହେଲେଣି ୯୯ ଲକ୍ଷ ଆକ୍ରାନ୍ତ, ଅଢ଼େଇ ଲକ୍ଷରୁ କମ୍ ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ଆକ୍ଟିଭ୍ କେସ୍ । ଏବେ ଅଢ଼େଇ ଲକ୍ଷରୁ କମ୍ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ସୁସ୍ଥ ସଂଖ୍ୟା କୋଟିଏ ଛୁଇଁବ । ଦୈନିକ ପଜିଟିଭ୍ କେସ୍ ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୮ହଜାର ୧୭୭ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍…

ଦେଶରୁ ୨୪ଘଣ୍ଟାରେ ୨୦ହଜାର କରୋନା ପଜିଟିଭ୍, ସୁସ୍ଥ ହେଲେ ୨୩ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୁସ୍ଥହାର ବି ବଢ଼ି ବଢ଼ି ଚାଲିଛି । ଆକ୍ଟିଭ କେସ୍ କମୁଛି । ଗତ ୨୪ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୦ହଜାର ୩୬ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୨ଲକ୍ଷ ୮୬ହଜାର ୭୧୦କୁ ବୃଦ୍ଧି ପାଇଛି…

ପୁଣି ୨୦ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ, ୨୫୨ ମୃତ

ନୂଆଦିଲ୍ଲୀ: ଦେଶରେ କମିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୬ହଜାର ୪୩୨ ନୂଆ ଆକ୍ରାନ୍ତ । ଏହି ସମୟରେ ଟେଷ୍ଟ ୮ଲକ୍ଷ ୮୩ ହଜାର କୋଭିଡ୍ ଟେଷ୍ଟ ହୋଇଥିଲା । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୨ଲକ୍ଷ ୨୪ହଜାର ୩୦୩କୁ ବୃଦ୍ଧି ପାଇଛି । ଦେଶରେ ବଢୁଛି…

୨୪ ଘଣ୍ଟାରେ ଦେଶରୁ ୨୦ ହଜାର ସଂକ୍ରମିତ, ୨୭୯ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୭ଲକ୍ଷ ୧୫ ହଜାର କୋଭିଡ୍ ଟେଷ୍ଚ ହୋଇଛି । ଚିହ୍ନଟ ହୋଇଛନ୍ତି ୨୦ହଜାର ୨୧ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୨ଲକ୍ଷ ୭ହଜାର ୮୭୧କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସୁସ୍ଥ ହୋଇଛନ୍ତି ୨୧ହଜାର ୧୩୧…