Latest Odisha News

BREAKING NEWS

ଫ୍ୟାନ୍ ଙ୍କୁ ଧକ୍କା ମାରିଲେ ଜନ୍ ଅବ୍ରାହମ୍

ମୁମ୍ବାଇ : ସେଲଫି ନେବା ବେଳେ ଫ୍ୟାନ୍ ଙ୍କୁ ଧକ୍କାମାରି ବିବାଦରେ ବଲିଉଡ୍  ହ୍ୟାଣ୍ଡସମ୍ ହଙ୍କ୍ ଜନ୍ ଅବ୍ରାହମ୍ । ଫିଲ୍ମ ଦୁନିଆଠାରୁ କିଛି ଦିନ ହେବ ଦୂରରେ ଥିବା ଜନ୍ ଆବ୍ରାହିମ୍ ଏକ ଭିଡିଓ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏହି ଭିଡିଓ ଘୁରି ବୁଲୁଛି ।

ଜନ୍ ମଲ୍ ଯାଇଥିବା ସମୟରେ ଜଣେ ଫ୍ୟାନ ତାଙ୍କ ପାଖକୁ ଆସି ସେଲଫି ନେବା ପାଇଁ ଚେଷ୍ଟା କରୁଥିଲେ ଠିକ୍ ଏହି ସମୟରେ ଜନ୍ ତାଙ୍କୁ ଧକ୍କା ମାରିଛନ୍ତି ।ଜନଙ୍କ ଏପରି ବ୍ୟବହାର ଫ୍ୟାନ୍ ମାନଙ୍କୁ ପସନ୍ଦ ଆସିନାହିଁ।

ଏମିତି କରି ଜନ୍ ତାଙ୍କ ଫ୍ୟାନ୍ ମାନଙ୍କୁ ହରାଉଛନ୍ତି ବୋଲି କହିଛନ୍ତିା ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜନ୍ ଙ୍କ  ଏହି ଧକ୍କା ମାରିବା ଭିଡଓ ଭାଇରାଲ ହୋଇଛି ।ଏହି ଭିଡିଓ ଉପରେ ୧.୧ ମିଲିୟନ୍ ଲୋକଙ୍କ କମେଣ୍ଟ ଆସି ସାରିଲାଣି। ଜନ୍ ଙ୍କୁ ନିନ୍ଦା କରିଛନ୍ତି ଫ୍ୟାନ୍ ମାନେ।

Comments are closed.