Latest Odisha News

BREAKING NEWS

Piyush Tripathi: ଅଭିନେତା ପିୟୁଷଙ୍କୁ ମଞ୍ଚ ଚଢ଼ିବା ମନା

ଭୁବନେଶ୍ବର: ଭୁବନେଶ୍ବର କୋର୍ଟରୁ ପୀୟୁଷଙ୍କୁ ଝଟକା। ଚର୍ଚ୍ଚିତ ଖଳନାୟକ ପୀୟୁଷ ତ୍ରିପାଠୀଙ୍କୁ ମଞ୍ଚ ମନା । ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ ଲାଗିଲା ରୋକ୍। ଭୁବନେଶ୍ବର କୋର୍ଟରୁ ପୀୟୁଷଙ୍କୁ ଝଟକା ଲାଗିଛି। କୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମଞ୍ଚ ଚଢ଼ିବା ବାରଣ ।

ଖଳନାୟକ ପୀୟୁଷ ତ୍ରିପାଠୀଙ୍କୁ ଅଦାଲତ ନୋଟିସର ଉତ୍ତର ରଖିଲେ। କିନ୍ତୁ ଯାତ୍ରା କରିବି ବୋଲି କହିଲେ ପୀୟୁଷ। ଯାତ୍ରା ଖଳନାୟକ ପୀୟୁଷ ତ୍ରିପାଠୀଙ୍କୁ ଅଦାଲତର ନୋଟିସ ଘଟଣାରେ ଉତ୍ତର ରଖିଲେ ପିୟୁଷ। ନୋଟିସ ନପାଇଥିବାରୁ ଯାତ୍ରା କରିବେ କହିଲେ ପୀୟୁଷ। ସେ କହିଛନ୍ତି, ଏ ପର୍ଯ୍ୟନ୍ତ ଅଦାଲତର ନୋଟିସ ପାଇନାହିଁ। ତେଣୁ ଯାତ୍ରା କରିବି। ନୋଟିସ ପାଇଲା ପରେ ଓକିଲଙ୍କ ସହ ପରାମର୍ଶ ନେବି। ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ ପୀୟୁଷଙ୍କୁ ଯାତ୍ରା ମଞ୍ଚ ବାରଣ କରିଛନ୍ତି ଅଦାଲତ।

Comments are closed.