Latest Odisha News

BREAKING NEWS

ଆସନ୍ତୁ ଜାଣିବା ଆଦିତ୍ୟ ନାରାୟଣ କାହାକୁ ବାହା ହେବେ

ମୁମ୍ବାଇ:ଗାୟିକା ନେହା କକ୍କଡଙ୍କ ପରେ ତାଙ୍କର ନିକଟତମ ବନ୍ଧୁ ତଥା ପ୍ରତିଷ୍ଠିତ ଗାୟକ ଆଦିତ୍ୟ ନାରାୟଣ ମଧ୍ୟ କାହାକୁ ବାହା ହେବେ ଜଣାଇଛନ୍ତି । ଏକ ଟିଭି ସାକ୍ଷାତକାରରେ ସେ ଶ୍ୱେତା ଅଗ୍ରୱାଲଙ୍କ ସହ ପ୍ରେମ ସମ୍ପର୍କ ଥିବା ନେଇ ସ୍ୱୀକାର କରିଥିଲେ । ଶାପିତ ଫିଲ୍ମ ସେଟରେ ମୁଁ ତାଙ୍କୁ ଭେଟିଥିଲେ । ଏହା ପରେ ଧିରେ ଧିରେ ଶ୍ୱେତାଙ୍କୁ ଭଲ ପାଇ ବସିଲି ବୋଲି ସେ କହିଛନ୍ତି ।

ମୋର ପରିବାର ଲୋକମାନେ ମଧ୍ୟ ଶ୍ୱେତାଙ୍କୁ ପସନ୍ଦ କରିଛନ୍ତି । ଚଳିତ ବର୍ଷ ଶେଷ ଆଡକୁ ଆମର ବିବାହ ହୋଇପାରେ ବୋଲି ଉଦିତ ନାରାୟଣଙ୍କ ପୁତ୍ର କହିଛନ୍ତି । କାନ୍ଧରେ ଆଘାତ ପାଇଥିବାରୁ ନେହାଙ୍କ ବାହାଘରକୁ ଯାଇ ନ ପାରେ ବୋଲି ଆଦିତ୍ୟ କହିଛନ୍ତି ।

Leave A Reply

Your email address will not be published.