ନୟାଗଡ: କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ଆସନ୍ତା ସେପ୍ଟେମ୍ବର ୨୮ ଓ ୨୯ରେ ନୟାଗଡ ସହରରେ ଦୁଇ ଦିନିଆ ସଟଡାଉନ୍ ଲାଗୁ ହେବ ବୋଲି ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଯାହାକୁ ଖାରଜ କରିଛନ୍ତି ନୟାଗଡ ପ୍ରଶାସନ ।
ଏସମ୍ପର୍କରେ ନୟାଗଡ ଜିଲ୍ଲାପାଳଙ୍କ ପକ୍ଷରୁ ଏକ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
It is noticed that some media reports have mentioned about shutdown in Nayagarh on 28th and 29th September
This is to clarify that no such shutdown has been ordered by any authority of Nayagarh Administration.@CMO_Odisha @SRC_Odisha
— Collectorate Nayagarh (@AdmnNayagarh) September 26, 2020
Comments are closed.