Latest Odisha News

BREAKING NEWS

ଆଫଗାନିସ୍ତାନ ଏବଂ ଆମେରିକା ସୈନ୍ୟର ୭୦୦ ଟ୍ରକ କବଜା କଲାଣି ତାଲିବାନ !

କାବୁଲ: ଆଫଗାନିସ୍ତାନରେ ତାଲିବାନ ତାର ସ୍ଥିତି ମଜଭୁତ କରିବାରେ ଲାଗିଛି । ଆମେରିକା ପର୍ଯ୍ୟାୟ କ୍ରମେ ସେନା ପ୍ରତ୍ୟାହାର କରୁଥିବାରୁ ଏହା ସେମାନଙ୍କୁ ଫାଇଦାରେ ରଖିଛି । ରିପୋର୍ଟ ମୁତାବକ ଆଫଗାନିସ୍ତାନ ଏବଂ ଆମେରିକା ସୈନ୍ୟଙ୍କ ପାଖାପାଖି ୭୦୦ ଟ୍ରକ ଓ ଅନ୍ୟ ସାମରିକ ଯାନ ତାଲିବାନମାନେ କବଜା କରି ସାରିଛନ୍ତି । ଏବେ ଏହି ଉଗ୍ରବାଦୀ ଗୋଷ୍ଠୀ ସାମରିକ ଯୁଦ୍ଧାସ୍ତ୍ର ଉପରେ ନଜର ପକାଇବା ଆରମ୍ଭ କରିଛି ।

ଆଫଗାନ ସରକାର ତାଲିବାନର କଡା ମୁକାବିଲା କରିବାରେ ବିଫଳ ହେଉଛି । ୭୧୫ ଟ୍ରକରୁ ୬୫ଟି ଧ୍ୱଂସ ହୋଇ ଯାଇଥିବାବେଳେ ଅନ୍ୟଗୁଡିକ ଠିକ୍ ରହିଛି । ତାଲିବାନର ଶକ୍ତି ବୃଦ୍ଧି ଭାରତ ପାଇଁ ପରୋକ୍ଷରେ ଚିନ୍ତାର କାରଣ ସାଜିଛି ।

Leave A Reply

Your email address will not be published.