Latest Odisha News

BREAKING NEWS

ଘୋଷିତ ହେଲା କଂଗ୍ରେସ ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ତାଲିକା

ନୂଆଦିଲ୍ଲୀ / ଭୁବନେଶ୍ୱର : ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶାରେ ସଂଗଠନକୁ ତୃଣମୂଳସ୍ତରରେ ମଜବୁତ କରିବାକୁ ପଦକ୍ଷେପ ନେଇଛନ୍ତି । ଏଆଇସିସି ପକ୍ଷରୁ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ଘୋଷିତ ହୋଇଛି ଓଡ଼ିଶାର ୩୩ଟି ଜିଲ୍ଲାର ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ତାଲିକା ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତିନି ଜଣ ପିସିସି କାର୍ଯ୍ୟକାରୀ ସଭାପତିଙ୍କ ଉପସ୍ଥିତିରେ ଏଆଇସିସି ପକ୍ଷରୁ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ତାଲିକାକୁ ଅନୁମୋଦନ କରିଥିଲେ । କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ସମେତ ଓଡ଼ିଶା ଦାୟିତ୍ୱରେ ରହିଥିବା ସମସ୍ତ ସାଂଗଠନିକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

-ଜିଲ୍ଲା –         -ସଭାପତି –          -କାର୍ଯ୍ୟକାରୀ ସଭାପତି-

ବରଗଡ଼- ସଭାପତି ସତ୍ୟଭୂଷଣ ସାହୁ ,କାର୍ୟ୍ୟକାରୀ ସଭାପତି ଯୁଗଳ କିଶୋର ସିଂହ, ବିଜ. କୁମାର ସ୍ବାଇଁ
ଦେବଗଡ଼- ଉମାକାନ୍ତ ସାହୁ,
ଅନୁଗୋଳ- ବିପ୍ଳବ ଜେନା,କାର୍ୟ୍ୟକାରୀ ସଭାପତି ଅମ୍ବିକା ଭଟ୍ଟ, ସୁରେଶ ବେହେରା
ଢେଙ୍କାନାଳ- ସୁରେଶ ପାଣିଗ୍ରାହୀ, କାର୍ୟ୍ୟକାରୀ ସଭାପତି ସରୋଜ ପଟ୍ଟନାୟକ , ପ୍ରବଳ କାନ୍ତ ସାହୁ
ବଲାଙ୍ଗିର- ଦିଲ୍ଲୀପ ବେହେରା,ଡମ୍ବୁଧର ଛତ୍ର
ସୁବର୍ଣ୍ଣପୁର- ଶଙ୍କର ଦାସ, କାର୍ୟ୍ୟକାରୀ ସଭାପତି ,ସୁବ୍ରତ କୁମାର ସେଠୀ, ଟ୍ରିପାରାଣୀ ସେଠୀ
ମୟୂରଭଞ୍ଜ- ହେମନ୍ତ ଦାସ କାର୍ୟ୍ୟକାରୀ ସଭାପତି ପ୍ରଫୁଲ୍ଲ ସାହୁ,ପୂଣ୍ଣଚନ୍ଦ୍ର ବିଶ୍ବାଳ, ଲକ୍ଷ୍ଣଣ ମାଝୀ,ଭୁବନ ସାହୁ
ସୁନ୍ଦରଗଡ଼-ବେଣୁମାଧବ ତ୍ରିପାଠୀ, କାର୍ୟ୍ୟକାରୀ ସଭାପତି ରାଜେନ୍ଦ୍ର ଏକା,ଅଜୟ କୁମାର ବହିଦାର, ସୁନିତା ବିଶ୍ବାଳ
ରାଉରକେଲା- ରବି ରାୟ, କାର୍ୟ୍ୟକାରୀ ସଭାପତି ସବିର ହୁସେନ
ସମ୍ବଲପୁର- ଅଶ୍ବିନୀ ଗୁରୁ, କାର୍ୟ୍ୟକାରୀ ସଭାପତିଦେବେନ ପତି
କେନ୍ଦୁଝର- ମୋହନ ପରିଡା, କାର୍ୟ୍ୟକାରୀ ସଭାପତି ବିପ୍ଳବ କୁମାର ମିଶ୍ର,ନିହାର ର଼ଞ୍ଜନ ଜେନା, ରତିକାନ୍ତ ବରାଳ

ନୟାଗଡ଼- ରଞ୍ଜିତ ଦାସ, କାର୍ୟ୍ୟକାରୀ ସଭାପତି ହୁସେନ ଖାନ,ମନୋଜ କୁମାର ସାହୁ,କମଳ ଚରଣ ସାହୁ
ପୁରୀ- ସତ୍ୟବ୍ରତ ପାତ୍ର, କାର୍ୟ୍ୟକାରୀ ସଭାପତି ଅଜିତ ମଙ୍ଗରାଜ, ପୂଣ୍ଣଚନ୍ଦ୍ର ନାୟକ
ବାଲେଶ୍ବର- ଶରତ ରାଜ, କାର୍ୟ୍ୟକାରୀ ସଭାପତି ତପନ ଦାସ, ସଞ୍ଜିବ ଗିରୀ, ମାନସ ଦାସ ପଟ୍ଟନାୟକ
ଯାଜପୁର- ମନୋଜ ରାଉତ, କାର୍ୟ୍ୟକାରୀ ସଭାପତି ବିଷ୍ଣୁ ଚରଣ ରାଉତ, ବଳଭଦ୍ର ଦାସ
ଭଦ୍ରକ- ଅଶୋକ ଦାସ, କାର୍ୟ୍ୟକାରୀ ସଭାପତି ନିଳକଣ୍ଠ ମହାନ୍ତି
କେନ୍ଦ୍ରାପଡ଼ା- ଚିନ୍ମୟ ବେହୁରା, କାର୍ୟ୍ୟକାରୀ ସଭାପତି ଆକବର ଅଲ୍ଲୀ, ପ୍ରଫୁଲ୍ଲ ଦାସ, ମାନସ ମଲ୍ଲକି
ଝାରସୁଗୁଡ଼ା- ଗିରିଶ ରଞ୍ଜନ ପଣ୍ଡା,
ଖୋର୍ଦ୍ଧା- ସୁରେଶ ରାଉତରାୟ, କାର୍ୟ୍ୟକାରୀ ସଭାପତି ରାମଚନ୍ଦ୍ର ମହାପାତ୍ର, ଯୋଗିନାଥ ବାହୁବଲେନ୍ଦ୍ର,ସ୍ବାଗତିକ ପଟ୍ଟନାୟକ
ଭୁବନେଶ୍ବର- ମାନସ ଚୌଧୁରୀ, କାର୍ୟ୍ୟକାରୀ ସଭାପତି ରଶ୍ମି ମହାପାତ୍ର
କଟକ ନଗର- ମହମ୍ମଦ ମୋକିମ୍
କଟକ- ଗୁରୁପଦ ନନ୍ଦ, କାର୍ୟ୍ୟକାରୀ ସଭାପତି, ବିଶ୍ବଜିତ ଦାସ,ପୁଷ୍ପା ସାମଲ

ମାଲକାନଗିରି- ଗୋବିନ୍ଦ ପାତ୍ର, କାର୍ୟ୍ୟକାରୀ ସଭାପତି ଆଡଭୋକେଟ ରାମ ପଟ୍ଟନାୟକ
ନବରଙ୍ଗପୁର- ମନୋରଞ୍ଜନ ତ୍ରିପାଠୀ,
ରାୟଗଡ଼ା- ଦୁର୍ଗା ପ୍ରସାଦ ପଣ୍ଡା
କଳାହାଣ୍ଡି- ଭରତ ଭୂଷଣ ବେମାଲ, କାର୍ୟ୍ୟକାରୀ ସଭାପତି- ପର୍ଶୁରାମ ପାଢି
ନୂଆପଡ଼ା- ଘାସିରାମ ମାଝୀ

ଗଜପତି- ବିଭୂତି ପାତ୍ର, କାର୍ୟ୍ୟକାରୀ ସଭାପତି- ଜି ତିରୁପତି ରାଓ
କନ୍ଧମାଳ- ବରୁଣ ଭୋଇ, କାର୍ୟ୍ୟକାରୀ ସଭାପତି ସିମାଞ୍ଚଳ ଆଚାର୍ୟ୍ୟ,ଆଡଭୋକେଟ ସନ୍ତୋସ ପଟ୍ଟନାୟକ
ବୌଦ୍ଧ- ସୁଧୀର ମହାକୁଡ଼,
ଗଞ୍ଜାମ- ତ୍ରିନାଥ ବେହେରା, କାର୍ୟ୍ୟକାରୀ ସଭାପତି- ଆଡଭୋକେଟ ଦୀପକ ପଟ୍ଟନାୟକ, ପିତବାସ ପଣ୍ଡା, ସାକ ସୁଜିତ
ବ୍ରହ୍ଣପୁର ଟାଉନ- ପ୍ରମୋଦ ଜେନା
କୋରାପୁଟ- ମୀନାକ୍ଷୀ ବାହିନୀପତି, କାର୍ୟ୍ୟକାରୀ ସଭାପତି- ରୂପକ ଟ୍ରୁକ
ଜଗତସିଂହପୁର- ନଟବର ବାରିକ, କାର୍ୟ୍ୟକାରୀ ସଭାପତି- ଶ୍ରୀ ଚରଣ ରାଉତ, ଶିବ ପ୍ରସାଦ ଦାସ

Leave A Reply

Your email address will not be published.