Latest Odisha News

BREAKING NEWS

ସୁଶାନ୍ତଙ୍କ ଶେଷ ଫଟୋରୁ ଜଣାପଡେ ସେ ମୃତ୍ୟୁ ପାଇଁ ସଂଗ୍ରାମ କରିଛନ୍ତି !

ନୂଆଦିଲ୍ଲୀ: ଏମ୍ସ ଟିମର ଜଣେ ଡାକ୍ତର ସୁଶାନ୍ତଙ୍କ ମୃତ ଶରୀରର ଫୋଟୋ ଦେଖି ସ୍ପଷ୍ଟ କରିଥିଲେ ଯେ ତାଙ୍କୁ ମୃତ୍ୟୁ ପାଇଁ ଅନେକ ସଂଗ୍ରାମ କରିବାକୁ ପଡିଛି । ଏନେଇ ସୂଚନା ଦେଇଛନ୍ତି ମୃତ ସୁଶାନ୍ତଙ୍କ ଓକିଲ । ଏମ୍ସର ଜଣେ ଡାକ୍ତର ସୁଶାନ୍ତଙ୍କ ମୃତ୍ୟ ପରର ଫୋଟୋ ଦେଖି ଏଭଳି ରାୟ ଦେଇଥିବା କହିଛନ୍ତି ମୃତ ସୁଶାନ୍ତଙ୍କ ଓକିଲ ।

ନିଜ ଟ୍ୱିଟର ପୋଷ୍ଟରେ ମୃତ ସୁଶାନ୍ତଙ୍କ ଓକିଲ କଣ ଲେଖିଛନ୍ତି ଦେଖନ୍ତୁ:

 ଏହି ୩୪ ବର୍ଷୀୟ ଅଭିନେତାଙ୍କ ମୃତ ଦେହ ଜୁନ୍ ୧୪ ରେ ତାଙ୍କ ବାନ୍ଦ୍ରା ସ୍ଥିତ ଆପାର୍ଟମେଣ୍ଟରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା। ଏହା ପରେ ମୁମ୍ବାଇ ପୋଲିସ ଏକ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ରିପୋର୍ଟ ଦାଖଲ କରିଥିଲା।

ପରେ ସୁପ୍ରିମକୋର୍ଟ ଏହାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିଥିଲା।

Leave A Reply

Your email address will not be published.