Latest Odisha News

BREAKING NEWS

ଇଣ୍ଟରନାଲ୍ ସର୍ଭର୍ ସଟଡ଼ାଉନ ଯୋଗୁଁ ବିଶ୍ୱବ୍ୟାପୀ ଏୟାର୍ ଇଣ୍ଡିଆ ବିମାନ ଚଳାଚଳ ବ୍ୟାହତ

ନୂଆଦିଲ୍ଲୀ: ଏୟାର୍ ଇଣ୍ଡିଆର ଇଣ୍ଟରନାଲ୍ ସର୍ଭର୍ ସଟଡ଼ାଉନ ଯୋଗୁଁ ବିଶ୍ୱବ୍ୟାପୀ ଏହାର ଚଳାଚଳ ବାଧାପ୍ରାପ୍ତ ହୋଇଛି । ଶୁକ୍ରବାର ରାତି ୩ଟା ଠାରୁ ସର୍ଭର୍ ସଟଡ଼ାଉନ ହେବା ଯୋଗୁଁ ଏହାର ବିମାନ ଯାତ୍ରୀମାନେ ବିଭିନ୍ନ ବିମାନବନ୍ଦରରେ ଦୀର୍ଘ ଘଣ୍ଟା ଧରି ଅପେକ୍ଷା କରି ରହିଛନ୍ତି ।

“ ବିମାନ କର୍ତ୍ତୃପକ୍ଷଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଲାଗୁଛି ଏହି ଅସୁବିଧା ଖୁବ୍ ଶିଘ୍ର ଦୂର ହେବ, ଯାତ୍ରୀମାନେ ଅସୁବିଧା ଭୋଗିଥିବାରୁ ଆମେ ଦୁଃଖ ପ୍ରକାଶ କରୁଛୁ,” ବୋଲି ପିଟିଆଇ ଗଣମାଧ୍ୟମରେ କହିଛନ୍ତି ଏୟାର୍ ଇଣ୍ଡିଆର ଚେୟାରମ୍ୟାନ ଅଶ୍ୱିନୀ ଲୋହାନୀ ।

Leave A Reply

Your email address will not be published.