Latest Odisha News

BREAKING NEWS

୩ ରେ ପ୍ରେକ୍ଷାଳୟକୁ ଆସିବ ଅଜୟ ଦେବଗନଙ୍କ ‘ମୈଦାନ’

ନୂଆଦିଲ୍ଲୀ: ଅଜୟ ଦେବଗନଙ୍କ କ୍ରୀଡା ଡ୍ରାମା ଚଳଚ୍ଚିତ୍ର ମୈଦାନ ୩ ଜୁନ୍ ୨୦୨୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏ ନେଇ ଫିଲ୍ମ ନିର୍ମାତାମାନେ ନିଶ୍ଚିତ କରିଛନ୍ତି। ଫିଲ୍ମ ତାମିଲ, ତେଲୁଗୁ ଏବଂ ମାଲାୟାଲମ୍ ଭାଷାରେ ମୁକ୍ତିଲାଭ କରିବ।

ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନଙ୍କ ସମେତ ଗଜରାଜ ରାଓ, ପ୍ରିୟାମଣି ଏବଂ ରୁଦ୍ରନିଲ ଘୋଷଙ୍କ ଅଭିନୟ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ବଧାଇ ହୋ ଫେମ୍‌ ନିର୍ଦ୍ଦେଶକ ଅମିତ ରବିନ୍ଦ୍ରନାଥ ଶର୍ମା।

Leave A Reply

Your email address will not be published.