Latest Odisha News

BREAKING NEWS

ପୋଙ୍ଗଲରେ ବିଜୟଙ୍କ ବିଷ୍ଟ ଆଉ ଅଜିତଙ୍କ ଭାଲିମାଇ ମଧ୍ୟରେ ମୁକାବିଲା

ମାଡ୍ରାସ: ପୋଙ୍ଗଲ ଅବସରରେ ଦକ୍ଷିଣ ଭାରତ ଫିଲ୍ମପ୍ରେମୀ ପାଇଁ ମନୋରଞ୍ଜନର ଡବଲ ଡୋଜ ଆସୁଛି । ରିପୋର୍ଟ ମୁତାବକ ଅଜିତଙ୍କ ଭାଲିମାଇ ଫିଲ୍ମ ଆସନ୍ତା ବର୍ଷ ପୋଙ୍ଗଲ ଅବସରରେ ରିଲିଜ ହେବ ବୋଲି ଘୋଷଣା କରାଯାଇଛି । ବନି କାପୁର ଏହା ପ୍ରଡ୍ୟୁସର ଅଛନ୍ତି । ଅପରପକ୍ଷରେ ସୁପରଷ୍ଟାର ବିଜୟଙ୍କ ଥ୍ରୀଲର ଫିଲ୍ମ ବିଷ୍ଟ ମଧ୍ୟ ସେହି ଦିନ ରିଲିଜ ହେବ ଆଗୁଆ ଚୂଡାନ୍ତ କରାଯାଇଛି ।

ବିଷ୍ଟର ନିର୍ଦ୍ଦେଶକ ନେଲସନ ଦୀଲିପ କୁମାର ଥିବା ବେଳେ ବିଜୟଙ୍କ ହିରୋଇନ ଭାବେ ପୂଜା ହେଗଡେ ରହିଛନ୍ତି । ଭାଲମାଇ ଫିଲ୍ମର ଲେଖକ ଓ ନିର୍ଦ୍ଦେଶକ ହେଉଛନ୍ତି ଏଚ.ଭିନୋଥ ।

Leave A Reply

Your email address will not be published.