Latest Odisha News

BREAKING NEWS

ଓଜନ ବଢାଇଲେ ଫିଟ୍‌ନେସ୍‌ କିଙ୍ଗ୍‌

ମୁମ୍ବାଇ: ଓଜନ ବଢାଇଲେ ଫିଟ୍‌ନେସ୍‌ କିଙ୍ଗ୍‌ ଅକ୍ଷୟ କୁମାର। ଫିଟନେସ୍ ଏବଂ ସୁସ୍ଥ ଜୀବନଯାପନକୁ ନେଇ ଅକ୍ଷୟ କୁମାର ଅନେକଙ୍କ ପ୍ରେରଣା ହୋଇପାରିଛନ୍ତି। ବର୍ତ୍ତମାନ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ରକ୍ଷା ବନ୍ଧନ  ପାଇଁ ସେ ନିଜ ଓଜନ ବୃଦ୍ଧି କରିଥିବା ଜଣାପଡ଼ିଛି।

ଏଥିପାଇଁ ସେ ୫ କେଜି ଓଜନ ବଢାଇଥିବା ଜଣାପଡ଼ିଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ଏଲ୍ ରୟ। ଏଥିରେ ଅକ୍ଷୟଙ୍କ ବିପକ୍ଷରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ଭୁମି ପେଡନେକର।

Leave A Reply

Your email address will not be published.