Latest Odisha News

ଆହାନଙ୍କୁ ଅକ୍ଷୟ କୁମାରଙ୍କ ପ୍ରଶଂସା; କହିଲେ…

ନୂଆଦିଲ୍ଲୀ: ସୁନୀଲ ଶେଟ୍ଟୀଙ୍କ ପୁଅ ଆହାନ ଶେଟ୍ଟୀ ପ୍ରଥମ ଥର ପାଇଁ ବଲିଉଡ୍‌ରେ ପାଦ ଦେଇଛନ୍ତି। ଅହାନଙ୍କ ପ୍ରଥମ ଡେବ୍ୟୁ ଫିଲ୍ମ ତଡପ୍‌ର ଟ୍ରେଲର ରିଲିଜ ହୋଇସାରିଛି। ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଅଭିନେତା ଅକ୍ଷୟ କୁମାର ଟ୍ୱିଟରରେ ତାଙ୍କ ବନ୍ଧୁ ସୁନୀଲ ଶେଟ୍ଟୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଅକ୍ଷୟ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ସୁନୀଲ ଶେଟ୍ଟୀଙ୍କ ପୁଅ ତାଙ୍କଠାରୁ ୧୦ ପାଦ ଆଗରେ ଅଛନ୍ତି, ଥଟ୍ଟାରେ ଲେଖିଛନ୍ତି ଯେ, “ୟେ କିସ୍ ଟାଇପ୍ କି ହେରାଫେରି ହୈ ଭାଇ।” ଏହାର ଜବାବ ଦେଇ ସୁନୀଲ ଶେଟ୍ଟି ତାଙ୍କୁ ସମର୍ଥନ ଜଣାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି।

Comments are closed.