Latest Odisha News

BREAKING NEWS

୧୮ରେ ରିଲିଜ କରିବ ‘ବଚ୍ଚନ ପାଣ୍ଡେ’

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ସାଜିଦ୍ ନାଦିଆଡୱାଲାଙ୍କ ପ୍ରଡକ୍ସନ୍ ହାଉସ୍ ଏହାର ଆଗାମୀ ଚଳଚ୍ଚିତ୍ର ‘ବଚ୍ଚନ ପାଣ୍ଡେ’ର ରିଲିଜ୍ ତାରିଖ ଘୋଷଣା କରିଛି। ଫିଲ୍ମ ୨୦୨୨ ମାର୍ଚ୍ଚ ୧୮ରେ ମୁକ୍ତିଲାଭ କରିବ।

ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅକ୍ଷୟ କୁମାର ଓ କ୍ରିତି ସାନନ୍‌ ଓ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌। ଏହାପୂର୍ବରୁ ବଚ୍ଚନ ପାଣ୍ଡେ ମାର୍ଚ୍ଚ ୪ରେ ମୁକ୍ତିଲାଭ କରିବାର ଥିଲା।

Comments are closed, but trackbacks and pingbacks are open.