Latest Odisha News

BREAKING NEWS

ଆସିଲା ଫିଲ୍ମ ‘ବେଲ୍‌ ବଟମ୍‌’ ରିଲିଜ ଡେଟ୍‌

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷୀତ ଅକ୍ଷୟ କୁମାରଙ୍କ ଅଭିନୀତ ବେଲ୍ ବଟମ୍ ଅଗଷ୍ଟ ୧୯ ରେ ମୁକ୍ତିଲାଭ କରିବ। ଏହି ଫିଲ୍ମ ଥ୍ରୀଡି ରେ ମୁକ୍ତିଲାଭ କରିବ। ଏହାପୂର୍ବରୁ ଏହା ଜୁଲାଇ ୨୭ରେ ରିଲିଜ ହେବାର ଯୋଜନା ଥିଲା।

ଅକ୍ଷୟ କୁମାର ସୋସିଆଲ ମିଡିଆରେ ଫିଲ୍ମର ନୂଆ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ରଣଜିତ୍ ଏମ ତିୱାରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ବେଲ୍ ବଟମ୍‌ରେ ଅକ୍ଷୟ କୁମାରଙ୍କ ସମେତ ବାନି କପୁର, ଲାରା ଦତ୍ତା ଏବଂ ହୁମା କ୍ୟୁରେଶି ପ୍ରମୁଖ ଅଭିନୟ କରିଛନ୍ତି।

Comments are closed.