Latest Odisha News

BREAKING NEWS

ଏସସିବିରେ ଚିକିତ୍ସା ଅବହେଳାରୁ ବିଚାରାଧୀନ ବନ୍ଦୀର ମୃତ୍ୟୁ ଅଭିଯୋଗ

କଟକ:କଟକ ଏସସିବିରେ ଚିକିତ୍ସା ଅବହେଳାରେ ମୃତ୍ୟୁ ଅଭିଯୋଗ । ସୋମବାର ଚିକିତ୍ସାରେ ଅବହେଳାରୁ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ବିଚାରାଧୀନ ବନ୍ଦୀ ହରିୟାଣାର ଅଟନ୍ତି , ସେ ବ୍ରହ୍ମପୁର ଜେଲ୍‌ରେ ଥିଲେ ।

ସୂଚନାମୁତାବକ,ବ୍ରହ୍ମପୁର ଜେଲ୍‌ରେ ହଠାତ୍ ଅସୁସ୍ଥ ହେବାରୁ MKCGରେ ଭର୍ତ୍ତି କରାଯାଇଥିଲା । ଏହାପରେ AIIMSକୁ ସ୍ଥାନନ୍ତର କରାଯାଇଥିଲା । AIIMS ପରେ ତାଙ୍କୁ SCBରେ ଭର୍ତ୍ତି କରାଯାଇଥିଲା ଓ ଚିକିତ୍ସାଧୀନ ଅବସ୍ଥାରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି । ତେବେ ଚିକିତ୍ସା ଅବହେଳାରୁ ବିଚାରାଧୀନ ବନ୍ଦୀର ମୃତ୍ୟୁ ଅଭିଯୋଗ ହୋଇଛି ।

Comments are closed.