ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟରେ ପିଜି ନାମଲେଖାରେ ଅନିୟମିତତା । ଏ ନେଇ ବିଶ୍ବବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି। ପିଜି କାଉନସିଲ୍ ଅଫିସରେ ଗେଟରେ ତାଲା ପକାଇ ଧାରଣା ଦେଇଛନ୍ତି ଛାତ୍ର। ମେରିଟ ଲିଷ୍ଟ ପ୍ରକାଶ ପାଇଥିଲା । କିନ୍ତୁ ଏକ ବିଭାଗରେ ଓ୍ବେଟିଂ ଲିଷ୍ଟରେ ମଧ୍ୟ ନାମ ନଥିବା ପିଲାଙ୍କ ନାମ ଲେଖା ଯାଇଥିବା ଅଭିଯୋଗ ହୋଇଛି। ରାଜନୈତିକ ଚାପରେ ମେରିଟ୍ ଲିଷ୍ଟ ତଳେ ଥିବା ଛାତ୍ରଙ୍କୁ ଆଡମିସନ୍ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଜଣେ ଛାତ୍ର ବିଜୟ କୁମାର ସାହୁଙ୍କ ଡକୁମେଣ୍ଟ ନେଇ ମଧ୍ୟ କର୍ତ୍ତୃପକ୍ଷ ଆଡମିସନ୍ କରିନଥିବା ଅଭିଯୋଗ ହୋଇଛି। ସନ୍ଧ୍ୟା ସୁଦ୍ଧା ଆଡମିସନ୍ ନହେଲେ ଆତ୍ମାହୁତି ଦେବାକୁ ଉକ୍ତ ଛାତ୍ର ଜଣଙ୍କ ଚେତାବନୀ ଦେଇଛନ୍ତି ।
BREAKING NEWS
- ଫିଟନେସ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଯିବେ କୁମିନ୍ସ
- blast in Silvassa:ନାଇଟ୍ରୋଜେନ୍ ଗ୍ୟାସ୍ ଗୋଦାମରେ ଭୟଙ୍କର ବିସ୍ଫୋରଣ… ୪ ଜଣଙ୍କ ମୃତ୍ୟୁ, ଅନେକ ଆହତ
- ଯୁବିଙ୍କ ବଡ ଖୁଲାସା: ଅଧିନାୟକ, କୋଚ ସ୍ପଷ୍ଟ କରି ନ ଥିଲେ ମୋତେ ଟିମରେ ନିଆଯିବ କି ନାହିଁ
- ଜେଲରୁ ଫେରାର ଥିବା ରାଜାକୁ ପୁଣିଥରେ ଗିରଫ କଲା ପୋଲିସ
- Puri Airport: ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ସବୁଜ ସଙ୍କେତ
- Odia signboard: ଓଡ଼ିଆ ଭାଷାରେ ନାମ ଫଳକ ନରହିଲେ ଗଣିବେ ଜରିମାନା
- ମମତାଙ୍କ ଗଡ଼ରେ ମୁସଲିମ୍ ଭୋଟ୍ କାହାର ?
- ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ପଦଧ୍ୱନି: ଆମେରିକାକୁ ଇରାନର ଖୋଲା ଚ୍ୟାଲେଞ୍ଜ !
- ରାଜ୍ୟ ବ୍ୟାପୀ ପ୍ରବେଶ ଉତ୍ସବ; କୁନି କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
- Madhuri Dixit In Odisha handloom: ଓଡ଼ିଆ ଶାଢ଼ୀରେ ମାଧୁରୀଙ୍କ ଗ୍ରେସ, କହିଲେ,”ପ୍ରେମ ଏବଂ ଧର୍ଯ୍ୟରେ ବୁଣାଯାଇଥିବା କାହାଣୀ”
Comments are closed.