ପୁରୀ: ଆମେ ବଂଚୁଥିବା ଜୀବନ ଅନେକ ରହସ୍ୟରେ ଭରପୂର । ଦୈନନ୍ଦିନ ଜୀବନରେ ଆମେ ଯାହା କିଛି କରୁଛୁ ଆସନ୍ତୁ ଜାଣିବା ତାହାର ଲେଖା ଯୋଖା ହିସାବ ।
୧.ଆମେ ଆମ ଜୀବନକାଳ ମଧ୍ୟରେ ଯେତିକି ଲାଳ ଗଡାଉଛେ ତାହା ଯଦି ରଖାଯାଏ ତେବେ ୨ଟି ସୁଇମିଂ ପୁଲ ହୋଇଯିବ ।
୨.ଜଣେ ବ୍ୟକ୍ତି ତା ଜୀବନରେ ୧୮୩୭୫୫୬୦୦ ପାଦ ଚାଲିଥାଏ । ଯାହା କି ପୃଥିବୀର ୪ ଥର ପରିକ୍ରମା ସହ ସମାନ ।
୩. ଜଣେ ପ୍ରାପ୍ତ ବୟସ୍କ ତା ଜୀବନର ପ୍ରାୟ ୧ ବର୍ଷ ସୁନ୍ଦରୀ ମହିଳାଙ୍କୁ ଅନାଇବାରେ କାଟି ଦେଇଥାଏ ।୪. ଜୀବନର ୩ ମାସ ଜଣେ ବ୍ୟକ୍ତି ଶୌଚ ହେବାରେ କାଟି ଦେଇଥାଏ ।
୫. ମହିଳାମାନଙ୍କ ଜୀବନର ୪ ବର୍ଷ ମାସିକ ଧର୍ମରେ ପଳାଇ ଯାଇଥାଏ ।
୬. ଯଦି ସମସ୍ତେ ଠିକ୍ ଭାବେ ହାତ ଧୁଅନ୍ତି ତାହାହେଲେ ୧୦ ଲକ୍ଷ ଲୋକଙ୍କ ଜୀବନ ବଂଚିଯିବ ।
୭. ଆମ ମସ୍ତିଷ୍କ ଜୀବନକାଳ ମଧ୍ୟରେ ୧୦ଲକ୍ଷ ଜିବି ଡାଟା ଷ୍ଟୋର କରିଥାଏ ।୮.ଅଧିକ ନନଭେଜ ଖାଉଥିବା ବ୍ୟକ୍ତି ଜୀବନକାଳ ମଧ୍ୟରେ ୭୦୦୦ ପ୍ରାଣୀଙ୍କୁ ଖାଇଯିବ ।
୯.ଜୀବନକାଳ ମଧ୍ୟରେ ଆମ ଶରୀରର ଚର୍ମ ୯୦୦ ଥର ବଦଳିଥାଏ ।
୧୦.ଜଣେ ବ୍ୟକ୍ତି ତା ଜୀବନକାଳ ମଧ୍ୟରେ ୨ ଲକ୍ଷ ୫୦ ହଜାର ଥର ହାଇ ମାରିଥାଏ ।
BREAKING NEWS
- ଏହି ଦେଶର ଲୋକେ ଅଧିକ ଶୁଅନ୍ତି, ଜାଣନ୍ତୁ ଭାରତ କେଉଁ ସ୍ଥାନରେ…
- କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ?
- ଆଦାନୀ ଝଡ଼: କାହିଁକି ଚୁପ୍ ସବୁ ଦଳ?
- ଧମକ ଦେବା ଅଭିଯୋଗରେ ଭବ ପ୍ରକାଶ ଦାସଙ୍କ ନାଁରେ ଏତଲା
- ରୋଲରକୁ ଧକ୍କା ଦେଲା ବସ୍, ୧୦ରୁ ଉର୍ଦ୍ଧ୍ବ ଆହତ
- ଛାଡପତ୍ର ଚର୍ଚ୍ଚା ଭିତରେ ଶେଷରେ ମୁହଁ ଖୋଲିଲେ ଅମିତାଭ ବଚ୍ଚନ, କହିଲେ….
- ବାଘ ଦେଖିବାକୁ ଯାଇ ୨ ଗାଇଡ ସମେତ ୪ ସସ୍ପେଣ୍ଡ
- ଜାଣନ୍ତୁ ପ୍ରାଚୀନ ଯୁଗର ସପ୍ତମ ଆଶ୍ଚର୍ଯ ବିଷୟରେ, ଯାହା ସମୟକ୍ରମେ ହୋଇଯାଇଛି ବିଲୁପ୍ତ ..
- ମଝି ସମୁଦ୍ରରେ ନୌସେନା ଜାହାଜ ସହ ପିଟିହେଲା ମାଛଧରା ବୋଟ୍
- କିଏ ଜିତିବ ମହାରାଷ୍ଟ୍ର? କଣ କହୁଛି ଶିବସେନାର କୁଣ୍ଡଳୀ
Comments are closed.