ପୁରୀ: ଆମେ ବଂଚୁଥିବା ଜୀବନ ଅନେକ ରହସ୍ୟରେ ଭରପୂର । ଦୈନନ୍ଦିନ ଜୀବନରେ ଆମେ ଯାହା କିଛି କରୁଛୁ ଆସନ୍ତୁ ଜାଣିବା ତାହାର ଲେଖା ଯୋଖା ହିସାବ ।
୧.ଆମେ ଆମ ଜୀବନକାଳ ମଧ୍ୟରେ ଯେତିକି ଲାଳ ଗଡାଉଛେ ତାହା ଯଦି ରଖାଯାଏ ତେବେ ୨ଟି ସୁଇମିଂ ପୁଲ ହୋଇଯିବ ।
୨.ଜଣେ ବ୍ୟକ୍ତି ତା ଜୀବନରେ ୧୮୩୭୫୫୬୦୦ ପାଦ ଚାଲିଥାଏ । ଯାହା କି ପୃଥିବୀର ୪ ଥର ପରିକ୍ରମା ସହ ସମାନ ।
୩. ଜଣେ ପ୍ରାପ୍ତ ବୟସ୍କ ତା ଜୀବନର ପ୍ରାୟ ୧ ବର୍ଷ ସୁନ୍ଦରୀ ମହିଳାଙ୍କୁ ଅନାଇବାରେ କାଟି ଦେଇଥାଏ ।
୪. ଜୀବନର ୩ ମାସ ଜଣେ ବ୍ୟକ୍ତି ଶୌଚ ହେବାରେ କାଟି ଦେଇଥାଏ ।
୫. ମହିଳାମାନଙ୍କ ଜୀବନର ୪ ବର୍ଷ ମାସିକ ଧର୍ମରେ ପଳାଇ ଯାଇଥାଏ ।
୬. ଯଦି ସମସ୍ତେ ଠିକ୍ ଭାବେ ହାତ ଧୁଅନ୍ତି ତାହାହେଲେ ୧୦ ଲକ୍ଷ ଲୋକଙ୍କ ଜୀବନ ବଂଚିଯିବ ।
୭. ଆମ ମସ୍ତିଷ୍କ ଜୀବନକାଳ ମଧ୍ୟରେ ୧୦ଲକ୍ଷ ଜିବି ଡାଟା ଷ୍ଟୋର କରିଥାଏ ।
୮.ଅଧିକ ନନଭେଜ ଖାଉଥିବା ବ୍ୟକ୍ତି ଜୀବନକାଳ ମଧ୍ୟରେ ୭୦୦୦ ପ୍ରାଣୀଙ୍କୁ ଖାଇଯିବ ।
୯.ଜୀବନକାଳ ମଧ୍ୟରେ ଆମ ଶରୀରର ଚର୍ମ ୯୦୦ ଥର ବଦଳିଥାଏ ।
୧୦.ଜଣେ ବ୍ୟକ୍ତି ତା ଜୀବନକାଳ ମଧ୍ୟରେ ୨ ଲକ୍ଷ ୫୦ ହଜାର ଥର ହାଇ ମାରିଥାଏ ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.