Latest Odisha News

BREAKING NEWS

କମଲା ହାରିସ୍ କରୋନା ସଂକ୍ରମିତ ଚିହ୍ନଟ

ୱାଶିଂଟନ: ଆମେରିକା ଉପରାଷ୍ଟ୍ରପତି କମଲା ହାରିସ ମଙ୍ଗଳବାର କରୋନା ସଂକ୍ରମିତ ହୋଇଛନ୍ତି । ମଙ୍ଗଳବାର କମଲାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କ ଶରୀରରେ କୌଣସି ଲକ୍ଷଣ ଦେଖାଯାଇନି । ଏବଂ ସେ ଶାରୀରିକ ଭାବେ ସୁସ୍ଥ ଥିବା ପ୍ରକାଶ କରିଛନ୍ତି ।

ନିଜକୁ ଆଇସୋଲେଟ କରିବା ସହ ସେ କାର୍ଯ୍ୟ ଜାରି ରଖିବେ ବୋଲି ସୂଚନା ଦିଆଯାଇଛି । ଲକ୍ଷଣହୀନ ଓ ସୁସ୍ଥ ଅନୁଭବ କରୁଥିବା ହେତୁ ସେ କାର୍ଯ୍ୟ କରିବାକୁ ସକ୍ଷମ ବୋଲି କହିଛନ୍ତି ।

Leave A Reply

Your email address will not be published.