ମୁମ୍ବାଇ: ବଲିଉଡ୍ର ସୁପରଷ୍ଟାର ଅମିତାଭ ବଚ୍ଚନ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଏହି ଚିତ୍ରରେ, କେହି ଜଣେ ତାଙ୍କ ହାତରେ ଏକ ବୋର୍ଡ ଧରିଛନ୍ତି, ଯେଉଁଥିରେ ସ୍କୋୟାର୍ ହରିବଂଶ ରାୟ ବଚ୍ଚନ ଏବଂ ଏହା ତଳେ ରୋକ୍ଲ ଲେଖା ହୋଇଛି। ତେବେ ଏ ହେଉଛି ଅମିତାଭ ବଚ୍ଚନଙ୍କ ପିତାଙ୍କ ନାମ। ହରିବଂଶ ରାୟ ବଚ୍ଚନ ଜଣେ ପ୍ରସିଦ୍ଧ କବି ଥିଲେ। ତେବେ ଏହା ସମଗ୍ର ପରିବାର ଏବଂ ଭାରତ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି ଅମିତାଭ୍।
ପ୍ରକୃତରେ, ପୋଲାଣ୍ଡ ସରକାର ଅମିତାଭ ବଚ୍ଚନଙ୍କ ପିତା ସ୍ୱର୍ଗତ ହରିବଂଶ ରାୟ ବଚ୍ଚନଙ୍କ ନାମରେ ରୋକ୍ଲ ସହରରେ ଏକ ଚୌକ୍ର ନାମ ରଖିଛନ୍ତି। ଏହା ଦେଖିବା ପରେ ଅମିତାଭ ବଚ୍ଚନ ଖୁସି ବ୍ୟକ୍ତ କରିଛନ୍ତି। ସେ ସେଠାରେ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରି ଲେଖିଥିଲେ, ”ପୋଲାଣ୍ଡର ସିଟି କାଉନସିଲ୍ ଅଫ୍ ରୋକ୍ଲ ମୋର ପିତାଙ୍କ ନାମରେ ନାମିତ ହୋଇଛି … ଦଶହରା ଅବସରରେ ଏହା ଠାରୁ ବଡ ଆଶୀର୍ବାଦ ମୋ ପାଇଁ ଆଉ କଣ ହୋଇପାରେ .., ଏହି ମୁହୂର୍ତ୍ତଟି ଭାରତୀୟ ସମ୍ପ୍ରଦାୟ ଏବଂ ଭାରତ ପାଇଁ ଗର୍ବର ମୁହୂର୍ତ୍ତ। ଜୟ ହିନ୍ଦ୍। “
BREAKING NEWS
- Weather Update: ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି; ୪୮ ଘଣ୍ଟା ମଧ୍ୟରେ ଏହି ସ୍ଥାନରେ ବର୍ଷିବ
- ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ; ଠିକାସଂସ୍ଥା ନାଁରେ ଥାନାରେ ଅଭିଯୋଗ
- Ravenshaw University: ରେଭେନ୍ସାରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ
- Shirtless protest: AI ସମିଟରେ ସାର୍ଟଲେସ୍ ପ୍ରତିବାଦ ଘଟଣାରେ ୪ ଗିରଫ; ଏହି ୧୦ ପଏଣ୍ଟର ସହ ମାମଲାର ତଦନ୍ତ
- Odisha Budget 2026 : ନବୀନ ପଟ୍ଟନାୟକ ବଜେଟକୁ ନେଇ ରଖିଲେ ପ୍ରତିକ୍ରିୟା ,କହିଲେ- ‘ଫୁଲ୍ ମେନ୍ୟୁ ଇନ୍ ଏମପ୍ଟି କିଚେନ’
- Trump’s emergency tariffs are illegal: ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା, ଶୁଳ୍କ ନୀତିକୁ ବେଆଇନ ଘୋଷଣା
- ବଜେଟ୍ ୨୦୨୬-୨୭: ରତ୍ନଭଣ୍ଡାର ଖୋଲିବା ପାଇଁ ୫ କୋଟି ଟଙ୍କାର ବ୍ୟୟବରାଦ
- “ସମୃଦ୍ଧ କୃଷକ” ପାଇଁ ୬ ହଜାର ୮୮ କୋଟି
- ଭାରତର ଷ୍ଟାର ଅଲରାଉଣ୍ଡର କହିଲେ ମହୀକାଙ୍କ ଯୋଗୁ ମୋ ଖେଳରେ ଉନ୍ନତି ଘଟିଛି
- ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ;କହିଲେ-ଅନ୍ୟାୟ ବିରୁଦ୍ଧରେ…
Comments are closed.