Latest Odisha News

BREAKING NEWS

Browsing Tag

amitav bachchan

ପତ୍ନୀ ଜୟାଙ୍କ ତାରିଫ୍‌ରେ ଏମିତି କହିଲେ ବିଗ୍‌ ବି

ମୁମ୍ବାଇ: କେବିସି ୧୩ର ହୋଷ୍ଟ ଅମିତାଭ ବଚ୍ଚନ ଏକ ଏପିସୋଡ୍‌ରେ ପତ୍ନୀ ଜୟା ବଚ୍ଚନଙ୍କ ବେଶ୍‌ ତାରିଫ୍‌ କରିଥିବା ଦେଖିବାକୁ ମିଳିଛି। ହଟ୍‌ ସିଟ୍‌ରେ ଖେଳୁଥିବା ଜଣେ ପ୍ରତିଯୋଗୀଙ୍କ ମା'ଙ୍କ ନାମ ଶୁଣି ବିଗ୍‌ ବି ବେଶ୍‌ ଖୁସି ହୋଇଯାଇଥିଲେ ଏବଂ ଏହା ବେଶ୍‌ ସୁନ୍ଦର ନାଁ ବୋଲି…

ଅଭିନେତା ନୁହେଁ ଆଇଏଫ୍‌ଏସ୍‌ ଅଧିକାରୀ ହେବାକୁ ଚାହୁଁଥିଲେ ବିଗ୍‌ ବି

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର ଅମିତାଭ ବଚ୍ଚନ କୌନ ବନେଗା କରୋଡ୍‌ପତି ୧୩ ଉପସ୍ଥାାପନା କରୁଛନ୍ତି। ତେବେ ଆପଣ ଜାଣିଛନ୍ତି କି ଅମିତାଭ ଅଭିନେତା ନୁହେଁ ବରଂ ଆଇଏଫ୍‌ଏସ୍‌ ଅଧିକାର ହେବାକୁ ଚାହୁଁଥିଲେ। ତାଙ୍କର ପ୍ରଥମ ପସନ୍ଦ ଥିଲା ଜଣେ ଆଇଏଫ୍‌ଏସ୍‌ ଅଫିସର୍‌ ହେବା। ସୁପରଷ୍ଟାର…

ବାତ୍ୟା ତାଉ’ତେ; ଜଳମଗ୍ନ ବିଗ୍‌ ବିଙ୍କ କାର୍ଯ୍ୟାଳୟ ‘ଜନକ’

ମୁମ୍ବାଇ: ବାତ୍ୟା ତାଉ'ତେ ଦେଶର ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଛି। ବିଶେଷ କରି କର୍ଣ୍ଣାଟକ, ମହାରାଷ୍ଟ୍ର, ଗୋଆ, ଗୁଜରାଟ ବାତ୍ୟା ପ୍ରଭାବରେ ଅଧିକ ପ୍ରଭାବିତ ହୋଇଛି। ସୋମବାର ରାତିରେ ବାତ୍ୟା ତାଉ'ତେ ପ୍ରଭାବରେ ଅମିତାଭ ବଚ୍ଚନଙ୍କ କାର୍ଯ୍ୟାଳୟ ଜନକ ଜଳମଗ୍ନ ହୋଇଥିଲା। ଅଭିନେତା ଏ…

କରୋନା ରୋଗୀଙ୍କ ପାଇଁ ସହାୟତାର ହାତ ବଢାଇଲେ ବିଗ୍‌ ବି

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ସୁରକ୍ଷା ପାଇଁ ସହାୟତାର ହାତ ବଢାଇଲେ ବିଗ୍‌ ବି। ଦିଲ୍ଲୀର କୋଭିଡ୍‌ କେୟାର୍‌ ସେଣ୍ଟରକୁ ୨ କୋଟି ଟଙ୍କା ଦାନ କରିଛନ୍ତି ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ। ଦିଲ୍ଲୀର ରାକାବ ଗଞ୍ଜ ଗୁରୁଦ୍ୱାରସ୍ଥିତ ଶ୍ରୀ ଗୁରୁ ତେଗ ବାହାଦୂର କୋଭିଡ କେୟାର ସେଣ୍ଟରକୁ…

ଖୁବ୍‌ ଶୀଘ୍ର କରୋନା ଟିକା ନେବେ ବିଗ୍‌ ବି

ନୂଆଦିଲ୍ଲୀ: ନିକଟରେ ବିଗ୍‌ ବିଙ୍କର ଆଖି ଅସ୍ତ୍ରୋପଚାର କରାଯାଇଥିବା ବେଳେ ତାଙ୍କ ପ୍ରଶଂସକଙ୍କୁ ନିରନ୍ତର ସମର୍ଥନ ଏବଂ ପ୍ରେମ ପାଇଁ ଅଭିନେତା ଅମିତାଭ ବଚ୍ଚନ ଏକ ବ୍ଲଗ୍ ଲେଖିଥିଲେ। ସେ କହିଛନ୍ତି ଯେ ତାଙ୍କ ପ୍ରଶଂସକଙ୍କ ଅଭିନନ୍ଦନ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇବା ସହ…

ଅସ୍ତ୍ରୋପଚାର ପରେ ପୁଣି ଥରେ କର୍ମସ୍ଥଳୀକୁ ଫେରିଲେ ବିଗ୍‌ ବି

ନୂଆଦିଲ୍ଲୀ: ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦା ଅମିତାଭ ବଚ୍ଚନଙ୍କ ଫଟୋ ଉପରେ ଏକ ମଜାଦାର ମନ୍ତବ୍ୟ ଦେଇଛନ୍ତି। ପ୍ରକୃତରେ ଅମିତାଭ ବଚ୍ଚନ ନିକଟରେ ଆଖି ଅସ୍ତ୍ରୋପଚାର କରାଇଥିଲେ। ଏବଂ ସେ ପୁଣି ଥରେ ଏବେ କାମ ଆରମ୍ଭ କରିଛନ୍ତି। ସୋସିଆଲ୍‌ ମିଡିଆରେ ସେ ତାଙ୍କର ଫଟୋ ଏବଂ…

ବିଶ୍ୱ ଚଳଚ୍ଚିତ୍ର ଐତିହ୍ୟ ସଂରକ୍ଷଣରେ ଅବଦାନ ଯୋଗୁ ଏହି ବିଶେ‌ଷ ସମ୍ମାନରେ ସମ୍ମାନିତ ହେବେ ବିଗ୍‌ ବି

ନୂଆଦିଲ୍ଲୀ: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ FIAF ଦ୍ୱାରା ପୁରସ୍କାରରେ ସମ୍ମାନିତ କରାଯିବ। ଏହି ଭେଟେରାନ୍‌ ଅଭିନେତା ପ୍ରଥମ ଭାରତୀୟ ସିନେ ବ୍ୟକ୍ତିତ୍ୱ ହେବେ ଯାହାଙ୍କୁ ବିଶ୍ବ ଚଳଚ୍ଚିତ୍ର ଐତିହ୍ୟର ସଂରକ୍ଷଣରେ ତାଙ୍କର ଉତ୍ସର୍ଗୀକୃତ ତଥା ଅବଦାନ ପାଇଁ FIAF ପୁରସ୍କାର ପ୍ରଦାନ କରାଯିବ।…

କାହିଁକି ବିଗ୍‌ ବି ସର୍ବଦା ନିଜ ଟ୍ୱିଟ୍ ଗଣନା କରନ୍ତି? ଜାଣନ୍ତୁ କଣ ଏହା ପଛର କାରଣ

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସର୍ବଦା ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି। ପ୍ରଶଂସକମାନେ ମଧ୍ୟ ସେମାନଙ୍କର ମଜାଳିଆ ଏବଂ ପ୍ରେରଣାଦାୟକ ପୋଷ୍ଟକୁ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି। ଅମିତାଭ ବଚ୍ଚନଙ୍କ ବିଷୟରେ ଏକ ବିଶେଷ କଥା ହେଉଛି ଯେ ସେ ପୋଷ୍ଟରେ ନିଜ ଟ୍ୱିଟର…

କାହିଁକି ଏହି ମହିଳାଙ୍କୁ କ୍ଷମା ମାଗିଲେ ଅମିତାଭ ବଚ୍ଚନ

ନୂଆଦିଲ୍ଲୀ: ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି। ନିକଟରେ ଅମିତାଭ ବଚ୍ଚନ ଜଣେ ମହିଳା ଟ୍ୱିଟର ଉପଭୋକ୍ତାଙ୍କୁ ତାଙ୍କର ଏକ ଟ୍ୱିଟ୍ ପାଇଁ କ୍ଷମା ମାଗିଛନ୍ତି। ଅମିତାଭ ରବିବାର ଦିନ ଏକ କବିତା ପୋଷ୍ଟ କରିଥିଲେ। କିନ୍ତୁ, ଯେତେବେଳେ ଏହା ଜାଣିବାକୁ ପାଇଲେ ଯେ ଏହାର…

ନାତୁଣୀ ଆରାଧ୍ୟାଙ୍କୁ ନିଆରା ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବିଗ୍‌ ବି

ନୂଆଦିଲ୍ଲୀ: ଆଜି ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିନେତା ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ ଜନ୍ମଦିନ। ଆରାଧ୍ୟା ଏବେ ୯ ବର୍ଷର ହୋଇଯାଇଛନ୍ତି। ଆରାଧ୍ୟା ୨୦୧୧ ମସିହାରେ ନଭେମ୍ବର ୧୬ରେ ଜନ୍ମଗ୍ରହଣ କରିଥିଲେ। ବେବି ଆରାଧ୍ୟାଙ୍କ ଜନ୍ମଦିନରେ ବଚ୍ଚନ ପରିବାର…