ମୁମ୍ବାଇ: ଫ୍ରେଣ୍ଡଶିପ ଦିବସରେ ୩ ବନ୍ଧୁଙ୍କ ଉପରେ ଆଧାରିତ ଫିଲ୍ମ ଉଁଚ୍ଚାଇର ଫାଷ୍ଟ ଲୁକ ପୋଷ୍ଟର ଜାରୀ ହୋଇଛି । ଅମିତାଭ ବଚ୍ଚନ ସୋସିଆଲ ସାଇଟରେ ପୋଷ୍ଟର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି । ଏହା ଏବେ ଭାଇରାଲ ହେବାରେ ଲାଗିଛି । ଅମିତାଭଙ୍କ ବ୍ୟତୀତ ରାଜଶ୍ରୀ ଓ ସୁରଜ ବଡଜାତ୍ୟାଙ୍କ ଏହି ଫିଲ୍ମରେ ଅମିତାଭ, ଅନୁପମ ଖେର, ବୋମନ ଇରାନୀ ୩ ବନ୍ଧୁ ହୋଇଛନ୍ତି । ୧୧ ନଭେମ୍ବର ୨୦୨୨ରେ ଉଁଚାଇ ଥିଏଟରରେ ରିଲିଜ ହେବ । ନୀନା ଗୁପ୍ତା ଓ ପରିଣତୀ ଚୋପ୍ରା ମଧ୍ୟରେ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା କରୁଛନ୍ତି । ଅମିତାଭ ,ବେ ବ୍ରହ୍ମାସ୍ତ୍ର, ଗୁଡବାୟ ଓ ଦି ଇଟର୍ଣ୍ଣର ରିମେକରେ ବ୍ୟସ୍ତ ଅଛନ୍ତି । କିପରି ପ୍ରତିକୂଳ ପରିସ୍ଥିତିରେ ୩ ବନ୍ଧୁ ଉଚ୍ଚତମ ଗିରିଶୃଙ୍ଗ ଚଢ଼ିଛନ୍ତି ତାହା ଏଥିରେ ଦର୍ଶାଯାଇଛି । ଦର୍ଶକଙ୍କୁ ଏହାର ଥିମ ପସନ୍ଦ ଆସୁଥିବାରୁ ଏହା ବକ୍ସ ଅଫିସରେ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି ।
BREAKING NEWS
- LPG Cylinder Price Hike: ବଜେଟ୍ ଦିନ ଝଟକା: ମହଙ୍ଗା ହେଲା LPG ସିଲିଣ୍ଡର
- ସାତକୋଶିଆ ଗଣ୍ଡରେ ବଢ଼ିଲା କୁମ୍ଭୀର ସଂଖ୍ୟା
- Police Encounter: ବଡ଼ବିଲରେ ବ୍ୟାଙ୍କ ଡକାୟତକୁ ପୋଲିସ ଏନକାଉଣ୍ଟର
- CM Kisan Scheme: ସିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା, ଜାରି ହେଲା ପଞ୍ଜୀକରଣ ଡେଡଲାଇନ୍
- Stock Market: ବଜେଟ୍ ଦିନ ଖୋଲା ରହିବ ଷ୍ଟକ୍ ବଜାର
- Odisha Parab 2026: ଓଡ଼ିଶା ପରବ ୨୦୨୬ ଉଦ୍ଘାଟିତ; ଆସାମରେ ଓଡ଼ିଶାର ସାଂସ୍କୃତିକ ଓ ପର୍ଯ୍ୟଟନ ବୈଭବ ପ୍ରଦର୍ଶିତ
- ଆନ୍ତର୍ଜାତୀୟ ସ୍ତରରେ ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ାବିତ୍ଙ୍କୁ ସମ୍ମାନିତ କଲେ କ୍ରୀଡ଼ା ମନ୍ତ୍ରୀ
- ଝିଅ ବେକରେ ଛୁରୀ ଲଗେଇ କାଉନସିଲରଙ୍କ ଘରୁ ଲୁଟ୍
- ଦର୍ଶକଙ୍କ ଉଡ଼ାଇବ ହୋସ୍ ଓଡ଼ିଆ ହରର ଥ୍ରୀଲର ଫିଲ୍ମ ‘ମିଡ୍ ନାଇଟ’; ଏହି ଦିନ ପରଦାକୁ ଆସିବ
- ବିଶ୍ୱ ବ୍ୟାଙ୍କ ଠାରୁ ଋଣ କରିବାକୁ ଚାହୁଁଛନ୍ତି କି ରାଜ୍ୟ ସରକାର: ବିଜେଡି
Comments are closed.