ଅମରାବତୀ ଜମି ଦୁର୍ନୀତି ମାମଲା: ଆନ୍ଧ୍ରପ୍ରଦେଶର ପୂର୍ବତନ ସିଏମ ଚନ୍ଦ୍ରବାବୁ ନାଇଡୁ ଏବଂ ପୋଙ୍ଗୁରୁ ନାରାୟଣଙ୍କୁ ସିଆଇଡିର ନୋଟିସ
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଅମରାବତୀ ଜମି ଦୁର୍ନୀତିରେ ସମସ୍ୟା ବଢୁଥିବା ଜଣାପଡିଛି। ଏହି ମାମଲାରେ ସିଆଇଡି ତାଙ୍କୁ ନୋଟିସ ଜାରି କରିଛି। ଏହା ବ୍ୟତୀତ ପୂର୍ବତନ ରାଜ୍ୟ ମନ୍ତ୍ରୀ ପୋଙ୍ଗୁରୁ ନାରାୟଣଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି। ଉଭୟଙ୍କୁ ଏହି ମାମଲାର ତଦନ୍ତରେ ସାମିଲ ହେବାକୁ କୁହାଯାଇଛି।
Comments are closed.