ଭୁବନେଶ୍ୱର: ଦୀର୍ଘ ଦିନ ପରେ ଆଜି ଖୋଲିବାକୁ ଯାଉଛି ପ୍ରଭୁ ଅନନ୍ତ ବାସୁଦେଙ୍କ ଆନନ୍ଦବଜାର । ଏତେ ଦିନ ପରେ ଅବଢା ଖାଇବାର ସୁଯୋଗ ପାଉଥିବାରୁ ଭକ୍ତ ବେଶ୍ ଆନନ୍ଦିତ ଅଛନ୍ତି । କରୋନା କଟକଣା ଭିତରେ ଏହି ଅବଢା ବିକ୍ରି କରାଯିବ ବୋଲି କୁହାଯାଇଛି ।
କିଛି ଦିନ ତଳେ ମନ୍ଦିରରେ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କୁ ଅନୁମତି ମିଳିଛି ।
Comments are closed.