Latest Odisha News

BREAKING NEWS

Browsing Tag

Abadha

ଆନନ୍ଦ ବଜାରରେ ଲାଗୁନି ଅବଢ଼ା ଦର ତାଲିକା, ମହାପ୍ରସାଦ ଦରକୁ ନେଇ ବଢ଼ୁଛି ମନମାନି

ପୁରୀ: ମହାପ୍ରସାଦକୁ ନେଇ ମନମାନି । କିଏ ଅଧିକା ଦରରେ ବିକୁଛି ତ ଆଉ କିଏ ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର କରୁଛି । ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରକୁ ଆସୁଥିବା ପ୍ରତିଟି ଭକ୍ତର ଆଶା ଥାଏ ସେ ଶ୍ରୀଜୀଉଙ୍କ ଦର୍ଶନ ସହ ଆନନ୍ଦ ବଜାରରେ ପାଇବ ମହାପ୍ରସାଦ । ହେଲେ ଦିନକୁ ଦିନ ଆନନ୍ଦ ବଜାରରେ…

ଆଜିଠୁ ଖୋଲୁଛି ଅନନ୍ତ ବାସୁୁଦେବଙ୍କ ଆନନ୍ଦବଜାର

ଭୁବନେଶ୍ୱର: ଦୀର୍ଘ ଦିନ ପରେ ଆଜି ଖୋଲିବାକୁ ଯାଉଛି ପ୍ରଭୁ ଅନନ୍ତ ବାସୁଦେଙ୍କ ଆନନ୍ଦବଜାର । ଏତେ ଦିନ ପରେ ଅବଢା ଖାଇବାର ସୁଯୋଗ ପାଉଥିବାରୁ ଭକ୍ତ ବେଶ୍ ଆନନ୍ଦିତ ଅଛନ୍ତି । କରୋନା କଟକଣା ଭିତରେ ଏହି ଅବଢା ବିକ୍ରି କରାଯିବ ବୋଲି କୁହାଯାଇଛି । କିଛି ଦିନ ତଳେ ମନ୍ଦିରରେ ଠାକୁରଙ୍କ…

ଶ୍ରୀମନ୍ଦିର ରୋଷଘର ସମ୍ପର୍କରେ ଜାଣନ୍ତୁ କିଛି ଜଣା-ଅଜଣା କଥା

ଭୁବନେଶ୍ୱର: କୋଟି ଓଡ଼ିଆର ମଉଡ଼ମଣି। ଭାବର ଠାକୁର ଲୀଳାମୟ ଜଗନ୍ନାଥ। ଭାଇ ଭଉଣୀଙ୍କୁ ନେଇ ପୁରୀ ଶ୍ରୀମନ୍ଦିରରେ କରୁଛି ଲୀଳା। ଭକତ ଭାବରେ ବନ୍ଧା ସେ। ପ୍ରତିଦିନ ତାର ଦର୍ଶନ ପାଇଁ ବଡ଼ଦେଉଳରେ ଜମେ ଭକ୍ତଙ୍କ ଭିଡ଼।  ମାଆ ଲକ୍ଷ୍ମୀ ସାନ୍ତାଣୀ ଏଠାରେ ନିଜ ହାତରେ ଅନ୍ନ ରାନ୍ଧିବାର…

ମିଳିଲା ଅନୁମତି; ଜାଣନ୍ତୁ, କେବେଠୁ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

ପୁରୀ: ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର। ପବିତ୍ର କାର୍ତ୍ତିକ ମାସରେ ପୁରୀ ସହର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳର ଭକ୍ତଙ୍କ ପାଇଁ ଅବଢ଼ା ବିକ୍ରୟ ଆରମ୍ଭ କରିବା ନେଇ ପ୍ରୟାସ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ମହସୁଆର ନିଜୋଗ କୃଷ୍ଣ ଚନ୍ଦ୍ର…