ଭୁବନେଶ୍ୱର: ଏଣିକି ଘରକୁ ଘର ବୁଲି ଖାଦ୍ୟ ଯୋଗାଇବେ ଅଙ୍ଗନୱାଡି କର୍ମୀ । କରୋନା ସଂକ୍ରମଣ ଲାଗି ଅଙ୍ଗନୱାଡି ବନ୍ଦ ଥିବା ସତ୍ତ୍ୱେ ଶିଶୁଙ୍କୁ ମିଳିବ ଖାଦ୍ୟ । ସକାଳ ଜଳଖିଆ ଓ ଗରମ ଖାଦ୍ୟ ଯୋଗଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ ଲାଇନ ଜାରି ହୋଇଛି । ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ୩ରୁ ୬ ବର୍ଷର ଶିଶୁମାନଙ୍କ ପାଇଁ ଘରକୁ ଯାଇ ସମସ୍ତ ଶୁଖିଲା ଖାଦ୍ୟ ଯୋଗାଇବେ ।
ସେହିପରି ପ୍ରତି ଗ୍ରାମରେ ଏଏନଏମ/ଆଶା ଦିଦିଙ୍କ ଠାରେ ଉପଲବ୍ଧ ହେବ ଅତ୍ୟାବଶ୍ୟକ ଔଷଧ । ସେମାନଙ୍କ ଜରିଆରେ ପାରାସିଟାମଲ ଏବଂ ଓଆରଏସ ଉପଲବ୍ଧ କରାଇବେ ସରକାର । ଏହା ବ୍ୟତୀତ ଅତ୍ୟାବଶ୍ୟତକ ଔଷଧ ରାଜ୍ୟର ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ନିରାମୟ କାଉଣଣ୍ଟରେ ଉପଲବ୍ଧ କରାଯିବାର ବ୍ୟବସ୍ଥା କରାଯାଇଛି ।
BREAKING NEWS
- ମିଛ କହିବା ଦ୍ୱାରା ଗରମ ହୁଏ ଶରୀରର ଏହି ଅଂଶ, ଜାଣନ୍ତୁ ଏହା ପଛର ରହସ୍ୟ..
- CM Completed His self-enumeration: ସ୍ୱ-ଜନଗଣନାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ନିଜ ବାସଭବନରେ କଲେ ନିଜର ସେଲ୍ଫ ଏନୁମରେସନ୍
- ଭୂତଳର କେଉଁ ସ୍ଥାନରୁ ଆସିଥାଏ ତେଲ? ଜାଣନ୍ତୁ ଏହା କାହିଁକି କିଛି ସୀମିତ ସ୍ଥାନରୁ ମିଳେ
- ଆଳୁ ଦର ୧୨ ଟଙ୍କାରୁ ଅଧିକ ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ: ଯୋଗାଣ ବିଭାଗ
- Explosion: ବାଣ ଭିଡ଼ିବା ବେଳେ ଭୟଙ୍କର ବିସ୍ଫୋରଣ; ନାବାଳକ ସମେତ ୬ ଜଣ ଗୁରୁତର
- No Transit Fee On India In Hormuz Strait: ହରମୁଜ୍ ପ୍ରଣାଳୀରେ ନାହିଁ ଭାରତୀୟ ଜାହାଜ ଉପରେ କୌଣସି ଅତିରିକ୍ତ ଟିକସ…
- Fire Safety Mandatory for All Government Building: ଏଣିକି ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ରହିବା ବାଧ୍ୟତାମୂଳକ
- ଲଞ୍ଚ ହେଲା INS ଅରିଧମନ, ସମୁଦ୍ରରେ ଶତ୍ରୁଙ୍କୁ କରିବ ଧ୍ୱଂସ
- New Horror Thriller Film: ୧୨୦ ମିନିଟର ଏକ ହରର-ଥ୍ରୀଲର ଏହି ଫିଲ୍ମ, ଥରି ଉଠିବ ଛାତି…
- ଅବକାରୀ ବିଭାଗର ନୂଆ ଗାଇଡଲାଇନ; ବେଳାଭୂମିରେ ମଦ ବିକିପାରିବ ଓଟିଡିସି..
Comments are closed.