ଅନୁଗୁଳ : ଅନୁଗୁଳରେ କରୋନା ସଂକ୍ରମଣ ହାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା କୋର୍ଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସୂଚନା ଅନୁସାରେ ଅନୁଗୁଳ କୋର୍ଟରୁ ୧୨ ଜଣ ସଂକ୍ରମିତ ହୋଇଥିବା ନେଇ ଓକିଲ ସଂଘ ସଭାପତି କହିଛନ୍ତି । ଏନେଇ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଜାନୁଆରୀ ୧୬ ତାରିଖରୁ ୩୦ ତାରିଖ ଯାଏଁ କୋର୍ଟ ପରିସରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏନେଇ ଉପଜିଲ୍ଲାପାଳ ବାସୁଦେବ ସତପଥୀ ଜିଲ୍ଲା ଜଜଙ୍କୁ ଚିଠି ଲେଖି ଜଣାଇଛନ୍ତି ।
BREAKING NEWS
- ବାଜିଲା ବିଏମସି ନିର୍ବାଚନ ବିଗୁଲ, କେଉଁଦିନ ହେବ ଭୋଟିଂ ଓ କାଉଣ୍ଟିଂ ଜାଣନ୍ତୁ…
- ଦୁର୍ନୀତି ମାମଲାରେ ପୂର୍ବତନ ସରପଞ୍ଚ ଓ ଗ୍ରାମ ସଂଯୋଜକ ଦୋଷୀ ସାବ୍ୟସ୍ତ
- ଆଇଆଇଆଇଟି-ଭୁବନେଶ୍ୱରରେ କ୍ରିପ୍ଟୋଗ୍ରାଫି ଓ ସୂଚନା ସୁରକ୍ଷା ସମ୍ପର୍କିତ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭ
- ସେନା ବାହିନୀରେ ଭାଙ୍ଗିଲା ୯୩ ବର୍ଷର ରେକର୍ଡ; ଟେରିଟୋରିଆଲ୍ ଆର୍ମିରେ ପ୍ରଥମ ମହିଳା ଲେଫ୍ଟନାଣ୍ଟ…
- ନୀତିନ ନବୀନଙ୍କୁ କାହିଁକି ଏତେ ବଡ଼ ଦାୟିତ୍ୱ ଦେଲା ବିଜେପି?
- ପୁରୀରେ ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ; ୪୦ ଅଟକ
- ଧନୀଲୋକ ବାୟୁ ପ୍ରଦୂଷଣ ସୃଷ୍ଟି କରନ୍ତି, ଗରିବ ପ୍ରଭାବିତ ହୁଅନ୍ତି: ଦିଲ୍ଲୀ ବିଷାକ୍ତ ବାୟୁକୁ ନେଇ ସିଜେଆଇଙ୍କ ଟିପ୍ପଣୀ
- ପୁଣି ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
- Sonia Gandhi Apology Demand: ପିଏମଙ୍କୁ ନେଇ ସଂସଦରେ ହଟ୍ଟଗୋଳ, ମୋଦିଙ୍କୁ ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ ନାରାରେ କମ୍ପିଲା ଗୃହ
- ଚାକିରି ନାଁରେ ଠକେଇ; ବିହାରର ଜଣଙ୍କୁ ଗିରଫ କଲା ଇଓଡବ୍ଲୁ
Comments are closed.