Latest Odisha News

BREAKING NEWS

Browsing Tag

annual function

ରେଭେନ୍ସା ବିଶ୍ଵବିଦ୍ୟାଳୟରେ ରସାୟନ ବିଭାଗ ପୁରାତନ ଛାତ୍ରସଙ୍ଘର ବାର୍ଷିକ ଉତ୍ସବ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ପୁରାତନ ଛାତ୍ର ସଙ୍ଘ ପକ୍ଷରୁ ୧୮ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବକୁ ପୁରାତନ ଛାତ୍ରସଙ୍ଘର ସଭାପତି ପ୍ରଭାତ କୁମାର ମିଶ୍ର ଉଦଘାଟନ କରିଥିଲେ। ଏହି ଅବସରରେ ଜୀବନବ୍ୟାପୀ ରସାୟନ ବିଜ୍ଞାନ କୃତି ପାଇଁ ଶ୍ରୀ…

ଓକେସିଏଲର ବାର୍ଷିକ ଉତ୍ସବ-୨ଠ୨୩

ଭୁବନେଶ୍ୱର: ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡର ବାର୍ଷିକ ଉତ୍ସବ “ଗରୁଡ଼ ଉଡ଼ାଣ-୨ଠ୨୩", କିମ୍᠎᠎ସ ଅଡିଟୋରିୟମ ଠାରେ ମହାସମାରୋହରେ ପାଳିତ ହୋଇ ଯାଇଛି । ସମାରୋହରେ ୪୫ଠରୁ ଉର୍ଦ୍ଧ୍ୱ ସ୍ୱୀକୃତିପ୍ରାପ୍ତ ଶିକ୍ଷାକେନ୍ଦ୍ରର ୬୩ଠରୁ ଉର୍ଦ୍ଧ୍ୱ ପ୍ରତିନିଧି ତଥା ୩ଠ ଜିଲ୍ଲାର ଜିଲ୍ଲା ଅଗ୍ରଣୀ…

ଲେଖିକା ସଂସଦର ବାର୍ଷିକ ଉତ୍ସବ ପାଳିତ

ପୁରୀ : ଓଡ଼ିଶା ଲେଖିକା ସଂସଦ ପୁରୀ ଶାଖାର ବାର୍ଷିକୋତ୍ସବ ପାଳିତ ହୋଇ ଯାଇଛି। ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ର ଯୋଗ ଦେଇ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ମହିଳା ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଥିଲେ। ଏହି ଉତ୍ସବରେ ସାହିତ୍ୟ…

ଭଦ୍ରକ ବାର ଆସୋସିଏସନ ପକ୍ଷରୁ ଵାର୍ଷିକ ସମାରୋହ ଅନୁଷ୍ଠିତ

ଭଦ୍ରକ: ଭଦ୍ରକ ବାର ଆସୋସିଏସନ ପକ୍ଷରୁ ଵାର୍ଷିକ ସମାରୋହ ଅନୁଷ୍ଠିତ ହୋଇଯାଛି । ବାର୍ଷିକ ସମାରୋହ ସହରର ସହିଦ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଓଡିଶା ଉଚ୍ଚ ନ୍ୟାୟଳୟର ବିଚାରପତି ଜଷ୍ଟିସ ଵିଦ୍ୟୁତ ରଂଞ୍ଜନ ଷଡଙ୍ଗୀ ଓ ଜଷ୍ଟିସ ସଂଜିବ ପାଣିଗ୍ରାହୀ ଯୋଗ ଦେଇଥିଲେ ।…

ମମତା ଦାଶଙ୍କୁ ୨୦୨୧ ମସିହା ପାଇଁ ଯୁଗଶ୍ରୀ ଯୁଗନାରୀ ସାରସ୍ୱତ ସମ୍ମାନ

ଭୁବନେଶ୍ୱର : ବାଲେଶ୍ୱରରୁ  ପ୍ରକାଶିତ ମାସିକ ମହିଳା ପତ୍ରିକା ଯୁଗଶ୍ରୀ ଯୁଗନାରୀର ବାର୍ଷିକ ସାରସ୍ୱତ ସମାରୋହ ଜୟଦେବ ଭବନରେ ସମ୍ପାଦିକା ମମତା ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ୱତ ସମାରୋହରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ,…