ଭୁବନେଶ୍ୱର: ଓଡ଼ିଶା ପାଇଁ ଆଶ୍ୱସ୍ତିକର ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୫୦ କରୋନା ଆକ୍ରାନ୍ତ । ଏନେଇ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Another 50 #COVID19 patients have recovered and are being discharged.
22 are from Ganjam
15 from Balasore
5 from Bhadrak
3 each from Jajpur and Boudh
1 each from Mayurbhanj and RourkelaThe total recovered cases of Odisha now stand at 393.
— H & FW Dept Odisha (@HFWOdisha) May 21, 2020
ସୁସ୍ଥ ହୋଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ମଧ୍ୟରେ ଗଂଜାମର ୨୨, ବାଲେଶ୍ୱରର ୧୫, ଭଦ୍ରକର୫, ଯାଜପୁର ଏବଂ ବୌଦ୍ଧର ୩ ଜଣ ଲେଖାଏଁ ଓ ମୟୂଭଂଜ ଏବଂ ରାଉରକେଲାର ଜଣେ ଲେଖାଏଁ ଅଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୩୯୩ ଜଣ ଚିକିତ୍ସା ପରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Comments are closed.