ନନ୍ଦନକାନନରେ ପୁଣି ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ଓଡିଶାଫିଚର By ଓଡ଼ିଶା ସମ୍ବାଦ ବ୍ୟୁରୋ On Aug 28, 2020 Share ଭୁବନେଶ୍ୱର: ନନ୍ଦନକାନନରେ ଆଜି ପୁଣି ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଛି । ଗତ ବର୍ଷ ଅକ୍ଟୋବରରେ ଚେନ୍ନାଇ ଚିଡିଆଖାନାରୁ ୮ଟି ହଳଦିଆ ଆନାକୋଣ୍ଡା ଆସିଥିବା ବେଳେ ସେ ମଧ୍ୟରୁ ଏ ଯାଏଁ ତିନିଟିର ମୃତ୍ୟୁ ହୋଇସାରିଛି । Anacondanandankanan zoological park Share
Comments are closed.